ନୂଆଦିଲ୍ଲୀ : ସାରା ଦେଶରେ ଲକ୍ଡାଉନ୍ ଜାରି ରହିଥିବାବେଳେ ଛାତ୍ରଛାତ୍ରୀଙ୍କ ଫି’ ମାଗୁଛନ୍ତି ବିଭିନ୍ନ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ। ଅଫ୍ଲାଇନ୍ ବଦଳରେ ଅନ୍ଲାଇନ୍ ଫି’ ପଇଠ ପାଇଁ ଅନୁରୋଧ କରୁଛନ୍ତି। ତେବେ ବହୁ ଅଭିଭାବକ ଫି’ ଦାଖଲ ସମୟସୀମାକୁ ବୃଦ୍ଧି ଅନୁରୋଧକୁ ଅନେକ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଗ୍ରହଣ ନ କରିବା ପରେ ସେମାନେ ଅଖିଳ ଭାରତୀୟ ଶିକ୍ଷା ପରିଷଦ(ଏଆଇସିଟିଇ)ର ଦ୍ବାରାସ୍ଥ ହୋଇଛନ୍ତି।
ଲକ୍ଡାଉନ୍ବେଳେ ଛାତ୍ରଛାତ୍ରୀଙ୍କଠାରୁ ଫି’ ମାଗିପାରିବେନି କୌଣସି ଶିକ୍ଷାନୁଷ୍ଠାନ ବୋଲି କଡ଼ା ନିର୍ଦେଶ ଦେଇଛନ୍ତି ଏଆଇସିଟିଇ। ଦରମା କାଟିଥିବା କର୍ମଚାରୀଙ୍କୁ ତୁରନ୍ତ ବେତନ ସହ ଛଟେଇ କର୍ମଚାରୀଙ୍କୁ ପୁଣି ଥରେ ଚାକିରିରେ ରଖିବାକୁ ନିର୍ଦେଶ ଦିଆଯାଇଛି।
ଲକ୍ଡାଉନ୍ବେଳେ ଛାତ୍ରଛାତ୍ରୀଙ୍କଠାରୁ ଫି’ ମାଗିପାରିବେନି ଶିକ୍ଷାନୁଷ୍ଠାନ : ଏଆଇସିଟିଇ
Popular Categories



