www.samajalive.in
Saturday, December 6, 2025
19.1 C
Bhubaneswar

ଦିନ ୧୧ଟା – ମୁଖ୍ୟ ଖବର

ଆମେରିକା ଓ ଚୀନ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଖୋଲାଖୋଲି ସଂଘର୍ଷର ମୋଡ ନେବା ଅନୁଚିତ- ବାଇଡେନ

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଠାରୁ ୫ କୋଟି ଟଙ୍କାର ହାତ ଘଣ୍ଟା ଜବତ କଲା ବହିଃଶୁଳ୍କ ବିଭାଗ

- Advertisement -

ରାଜ୍ୟରେ ୨୦୬ କୋଭିଡ ସଂକ୍ରମିତ ଚିହ୍ନଟ, ୨ ମୃତ

ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ସଂଗରୋଧରୁ ୧୨୧ ଓ ସ୍ଥାନୀୟ ସଂକ୍ରମିତ ୮୫

ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସର ୩୨ ଜଣ

ଅନୁଗୁଳରୁ ୨, ବାଲେଶ୍ୱର ୩, ଭଦ୍ରକ ୩, ବଉଦ ୨, କଟକ ୧୫, ଢେଙ୍କାନାଳ ୧, ଗଞ୍ଜାମ ୩, ଜଗତସିଂହପୁର ୪ ଓ ଯାଜପୁରରୁ ୧୨ ଚିହ୍ନଟ

ଝାରସୁଗୁଡା ୩, କନ୍ଧମାଳ ୧, କେନ୍ଦ୍ରାପଡା ୨, ଖୋର୍ଦ୍ଧା ୧୨୦, ସମ୍ବଲପୁର ୩, ସୁନ୍ଦରଗଡ ୫, ଷ୍ଟେଟପୁଲରୁ ୨୭ ଜଣଙ୍କୁ ଚିହ୍ନଟ କରାଯାଇଛି

ଦିନକରେ ୨୫୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି

ସଂପ୍ରତି ରାଜ୍ୟରେ ୨୬୬୯ ଜଣ ସକ୍ରିୟ କରୋନା ରୋଗୀ ଅଛନ୍ତି

କଟକ ଓ ଖୋର୍ଦ୍ଧା ଜିଲାରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି

ଦେଶରେ ୮୮୬୫ ନୂଆ କରୋନା ରୋଗୀ, ୧୯୭ ମୃତ

୧୧,୯୭୧ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି

ଦେଶରେ ୧,୩୦,୭୯୩ ଜଣ ସକ୍ରିୟ ସଂକ୍ରମିତ ରହିଥିବା ଜଣାଯାଇଛି

ଦୈନିକ ସଂକ୍ରମଣ ହାର ୦.୮% ଓ ସାପ୍ତାହିକ ହାର ୦.୯୭% ରହିଛି

ଆରୋଗ୍ୟ ହାର ୯୮.୨୭%

ଏପର୍ଯ୍ୟନ୍ତ ଦେଶରେ ମୋଟ ୧୧୨.୯୭ କୋଟି ପାନ କୋଭିଡ ଟିକା ଦିଆଯାଇସାରିଛି

ସଂପର୍କୀୟଙ୍କ ଶେଷକୃତ୍ୟ ସାରି ଫେରୁଥିବା ୬ ମୃତ

ଭାରତରେ ଜାତିସଂଘର ନୂଆ ଆବାସିକ ସଂଯୋଜକ

ଭାରତ ଆସୁଥିବା ୯୯ ରାଷ୍ଟ୍ରର ନାଗରିକ ଆଉ ସଂଗରୋଧରେ ରହିବେ ନାହିଁ

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories