ଦିନ ୧୧ଟା – ମୁଖ୍ୟ ଖବର

ପାକ ସରକାର-ଟିଟିପି ଅସ୍ତ୍ରବିରତି ରାଜିନାମା

ନେପାଳ ସେନାଧ୍ୟକ୍ଷଙ୍କର ଆଜିଠାରୁ ଚାରିଦିନିଆ ଭାରତ ଗସ୍ତ

ଦେଶରେ ୧୦,୧୨୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ୩୩୨ ମୃତ

୨୪ ଘଣ୍ଟା ମଧ୍ୟରେ ୧୧,୯୮୨ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି

ଏଯାଏ ମୋଟ ୩,୩୭,୭୫,୦୮୬ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି

ସଂପ୍ରତି ୧,୪୦,୬୩୮ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି

କରୋନା ଜନିତ ମୃତ୍ୟୁସଂଖ୍ୟା ୪,୬୧,୩୮୯କୁ ବୃଦ୍ଧିପାଇଛି

ସୋମବାର ସଂଧ୍ୟା ସୁଦ୍ଧା ୧,୦୯,୦୮,୧୬,୩୫୬ ପାନ କୋଭିଡ ଟିକା ଦିଆଯାଇସାରିଛି

ରାଜ୍ୟରେ ଚିହ୍ନଟ ହେଲେ ୨୯୬ ନୂଆ କରୋନା ସଂକ୍ରମିତ

ସଂଗରୋଧରୁ ୧୭୪ ଓ ସ୍ଥାନୀୟ ସଂକ୍ରମିତ ୧୨୨

prayash

ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୫୮ ଜଣ

ବାଲେଶ୍ୱରରେ ୪, ଭଦ୍ରକ ୪, ବଲାଙ୍ଗିର ୨, କଟକ ୨୩, ଦେବଗଡ ୫, ଢେଙ୍କାନାଳ ୧, ଗଜପତି ୧୦, ଜଗତସିଂହପୁର ୩ ଓ ଯାଜପୁରରେ ୧୪ ଜଣ ଚିହ୍ନଟ

ଝାରସୁଗୁଡାରେ ୧, କେନ୍ଦ୍ରାପଡା ୧, ଖୋର୍ଦ୍ଧା ୧୫୨, କୋରାପୁଟ ୧, ମାଲକାନଗିରି ୪ ଓ ନବରଙ୍ଗପୁରରେ ଜଣେ ଚିହ୍ନଟ ହୋଇଛନ୍ତି

ନୟାଗଡ ୧, ରାୟଗଡା ୧, ସମ୍ବଲପୁର ୪, ସୁନ୍ଦରଗଡ ୨୩ ଓ ଷ୍ଟେଟପୁଲରୁ ୩୬ ଜଣଙ୍କୁ ଚିହ୍ନଟ କରାଯାଇଛି

ଦିନକ ମଧ୍ୟରେ ୩୬୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି

ସଂପ୍ରତି ରାଜ୍ୟରେ ୩୦୫୮ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି

ଚାରି ମହାକାଶଚାରୀଙ୍କ ସହିତ ଭୂପୃଷ୍ଠକୁ ଫେରିଲା ସ୍ପେଶଏକ୍ସ କ୍ୟାପସୁଲ

ସଂକ୍ରମଣ ବୃଦ୍ଧିପରେ ଶ୍ରୀନଗରରେ ପୁଣି କରୋନା କର୍ଫ୍ୟୁ

କୋଭିଡ ମହାମାରୀରେ ସୃଷ୍ଟି ହୋଇଛି ୮ ନିୟୁତ ଟନ୍‍ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ

ଓଡିଶା ରାଜ୍ୟ ପୁଲିସ ଗୃହ ନିର୍ମାଣ କଲ୍ୟାଣ ବିଭାଗର ଉପପ୍ରବନ୍ଧକଙ୍କ ଘରେ ଭିଜିଲାନ୍ସ ଚଢାଉ

Comments are closed.