www.samajalive.in
Sunday, December 7, 2025
26.1 C
Bhubaneswar

ଦିନ ୧୧ଟା – ମୁଖ୍ୟ ଖବର

ପାକ ସରକାର-ଟିଟିପି ଅସ୍ତ୍ରବିରତି ରାଜିନାମା

ନେପାଳ ସେନାଧ୍ୟକ୍ଷଙ୍କର ଆଜିଠାରୁ ଚାରିଦିନିଆ ଭାରତ ଗସ୍ତ

- Advertisement -

ଦେଶରେ ୧୦,୧୨୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ୩୩୨ ମୃତ

୨୪ ଘଣ୍ଟା ମଧ୍ୟରେ ୧୧,୯୮୨ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି

ଏଯାଏ ମୋଟ ୩,୩୭,୭୫,୦୮୬ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି

ସଂପ୍ରତି ୧,୪୦,୬୩୮ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି

କରୋନା ଜନିତ ମୃତ୍ୟୁସଂଖ୍ୟା ୪,୬୧,୩୮୯କୁ ବୃଦ୍ଧିପାଇଛି

ସୋମବାର ସଂଧ୍ୟା ସୁଦ୍ଧା ୧,୦୯,୦୮,୧୬,୩୫୬ ପାନ କୋଭିଡ ଟିକା ଦିଆଯାଇସାରିଛି

ରାଜ୍ୟରେ ଚିହ୍ନଟ ହେଲେ ୨୯୬ ନୂଆ କରୋନା ସଂକ୍ରମିତ

ସଂଗରୋଧରୁ ୧୭୪ ଓ ସ୍ଥାନୀୟ ସଂକ୍ରମିତ ୧୨୨

ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୫୮ ଜଣ

ବାଲେଶ୍ୱରରେ ୪, ଭଦ୍ରକ ୪, ବଲାଙ୍ଗିର ୨, କଟକ ୨୩, ଦେବଗଡ ୫, ଢେଙ୍କାନାଳ ୧, ଗଜପତି ୧୦, ଜଗତସିଂହପୁର ୩ ଓ ଯାଜପୁରରେ ୧୪ ଜଣ ଚିହ୍ନଟ

ଝାରସୁଗୁଡାରେ ୧, କେନ୍ଦ୍ରାପଡା ୧, ଖୋର୍ଦ୍ଧା ୧୫୨, କୋରାପୁଟ ୧, ମାଲକାନଗିରି ୪ ଓ ନବରଙ୍ଗପୁରରେ ଜଣେ ଚିହ୍ନଟ ହୋଇଛନ୍ତି

ନୟାଗଡ ୧, ରାୟଗଡା ୧, ସମ୍ବଲପୁର ୪, ସୁନ୍ଦରଗଡ ୨୩ ଓ ଷ୍ଟେଟପୁଲରୁ ୩୬ ଜଣଙ୍କୁ ଚିହ୍ନଟ କରାଯାଇଛି

ଦିନକ ମଧ୍ୟରେ ୩୬୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି

ସଂପ୍ରତି ରାଜ୍ୟରେ ୩୦୫୮ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି

ଚାରି ମହାକାଶଚାରୀଙ୍କ ସହିତ ଭୂପୃଷ୍ଠକୁ ଫେରିଲା ସ୍ପେଶଏକ୍ସ କ୍ୟାପସୁଲ

ସଂକ୍ରମଣ ବୃଦ୍ଧିପରେ ଶ୍ରୀନଗରରେ ପୁଣି କରୋନା କର୍ଫ୍ୟୁ

କୋଭିଡ ମହାମାରୀରେ ସୃଷ୍ଟି ହୋଇଛି ୮ ନିୟୁତ ଟନ୍‍ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ

ଓଡିଶା ରାଜ୍ୟ ପୁଲିସ ଗୃହ ନିର୍ମାଣ କଲ୍ୟାଣ ବିଭାଗର ଉପପ୍ରବନ୍ଧକଙ୍କ ଘରେ ଭିଜିଲାନ୍ସ ଚଢାଉ

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories