www.samajalive.in
Monday, December 8, 2025
27.1 C
Bhubaneswar

ବେଦିକାଙ୍କୁ ବଞ୍ଚାଇ ପାରିଲାନି ୧୬କୋଟିର ଇଞ୍ଜେକ୍‌ସନ

ପୁଣେ  : ବିଶ୍ବର ସବୁଠୁ ଦାମୀ ଇଞ୍ଜେକ୍‌ସନ ୧୩ ମାସର ବେଦିକାଙ୍କୁ ବଞ୍ଚାଇ ପାରି ନାହିଁ। ବେଦିକା ସୌରଭ ସିନ୍ଦେ ବିରଳ ‘ସ୍ପାଇନାଲ ମସ୍କୁଲାର ଆଟ୍ରୋଫି’ ନାମକ ରୋଗରେ ପୀଡ଼ିତ ଥିଲେ। ଏହାର ଚିକିତ୍ସା ପାଇଁ ଗତ ମାସରେ ଆମେରିକାରୁ ମଗାଯାଇ ୧୬କୋଟିର ଇଞ୍ଜେକ୍‌ସନ ‘ଜୋଲ୍‌ଜିନେସ୍ମା’ ଦିଆଯାଇଥିଲା। ବେଦିକାଙ୍କ ବାପା ସୌରଭ ବିଭିନ୍ନ ସୂତ୍ରରୁ ସହାୟତା ଆଣି ବିଶ୍ବର ଏହି ସବୁଠୁ ଦାମୀ ଇଞ୍ଜେକ୍‌ସନ୍‌ ଦିଆଇଥିଲେ। ଏହା ସତ୍ତ୍ବେ ରବିବାର ସନ୍ଧ୍ୟାରେ ପୁଣେସ୍ଥିତ ଦିନନାଥ ମଙ୍ଗେସକର୍‌ ହସ୍ପିଟାଲରେ ବେଦିକାଙ୍କର ଦେହାନ୍ତ ଘଟିଛି। ମାତ୍ର ୪ମାସର ହୋଇଥିଲାବେଳେ ବେଦିକାଙ୍କଠାରେ ଏହି ଅନୁବଂଶୀୟ ରୋଗ ଚିହ୍ନଟ ହୋଇଥିଲା।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories