www.samajalive.in
Monday, December 8, 2025
27.1 C
Bhubaneswar

ପ୍ରୟାଗରାଜ କୁମ୍ଭ ୨୦୧୯ : ପ୍ରଥମଥର ପାଇଁ ବାହାରିବ କିନ୍ନର ଆଖଡ଼ାର ଶୋଭାଯାତ୍ରା

ପ୍ରୟାଗରାଜରେ ଅନୁଷ୍ଠିତ ହେବାକୁ ଥିବା କୁମ୍ଭ ମେଳାରେ ପ୍ରଥମ ଥର ପାଇଁ କିନ୍ନର ଆଖଡ଼ା ସାମିଲ ହେବାକୁ ଯାଉଛି। ଏହି ଅବସରରେ ଆଖଡ଼ା ତା’ର ଶୋଭାଯାତ୍ରା ମଧ୍ୟ ବାହର କରିବ। ଯେଉଁଥିରେ ନା କେବଳ ଦେଶର ବରଂ ବିଦେଶରୁ ମଧ୍ୟ ବହୁ ସଂଖ୍ୟାର କିନ୍ନରମାନେ ଆସି ଯୋଗଦେବେ। କିନ୍ନର ଆଖଡ଼ା ୬ ଜାନୁଆରୀରେ ନିଜ ଦେବତ୍ୱ ଯାତ୍ରା ବା ଶୋଭାଯାତ୍ରା ବାହାରକରିବା ପାଇଁ ଯୋଜନା କରିଛି। କିନ୍ନର ଆଖଡ଼ାର ପ୍ରୟାଗରେ ଏହା ପ୍ରଥମ କୁମ୍ଭ ହୋଇଥିବାରୁ ଶୋଭାଯାତ୍ରା ଖୁବ୍‍ ବିଶାଳ ଓ ଆଡ଼ମ୍ବରପୂର୍ଣ୍ଣ ହେବାକୁ ଯାଉଛି। ଏଥିସହିତ କିନ୍ନର ଆଖଡ଼ାର ଏହା ଦ୍ୱିତୀୟ କୁମ୍ଭ, ଯେଉଁଥିରେ ତାଙ୍କର ଶୋଭାଯାତ୍ରା ବାହାରିବ। ଏହାପୂର୍ବରୁ ୨୦୧୬ର ଉଜ୍ଜୈନ କୁମ୍ଭମେଳାରେ ଏହି ଆଖଡ଼ାର ଶୋଭାଯାତ୍ରା ବାହାରିଥିଲା। ପ୍ରୟାଗରାଜ କୁମ୍ଭରେ ଏହି ଆଖଡ଼ା ନିଜ ଶିବିର ମଧ୍ୟ ବସାଇବ। ଯେଉଁଠି ଲୋକେ କିନ୍ନରମାନଙ୍କ ଦୁନିଆର ବହୁ ଅଜଣା ତଥ୍ୟ ବିଷୟରେ ଅବଗତ ହୋଇପାରିବେ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories