www.samajalive.in
Friday, December 5, 2025
23.1 C
Bhubaneswar

କୋରେଗାଓଁ ଭିମା ହିଂସା ମାମଲା: ହାଇକୋର୍ଟ ନିର୍ଦ୍ଦେଶକୁ ଖାରଜ କଲେ ସୁପ୍ରିମକୋର୍ଟ

ମହାରାଷ୍ଟ୍ର: କୋରେଗାଓଁ ଭିମା ହିଂସା ମାମଲାରେ ବମ୍ବେ ହାଇକୋର୍ଟ ନିର୍ଦ୍ଦେଶକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି । କୋରେଗାଓଁ ଭିମା ହିଂସା ମାମଲାରେ ଅଭିଯୋଗପତ୍ର ଦାଖଲ ପାଇଁ ମହାରାଷ୍ଟ୍ର ପୁଲିସ୍‍କୁ ବମ୍ବେ ହାଇକୋର୍ଟ ଅଧିକ ୯୦ଦିନ ସମୟ ଦେବାକୁ ପୂର୍ବରୁ ମନା କରିଥିଲେ । ତେବେ ବମ୍ବେ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ବୁଧବାରଦିନ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ଯେହେତୁ ମହାରାଷ୍ଟ୍ର ପୁଲିସ୍‍ ଅଭିଯୋଗପତ୍ର ଦାଖଲ କରି ସାରିଛି ସେ ଦୃଷ୍ଟିରୁ ୫ଜଣ ଯାକ ମାନବାଧିକାର କର୍ମୀ ସାଧାରଣ ଜାମିନ୍‍ ଲୋଡ଼ିନପାରନ୍ତି। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ସ୍ଥଗିତାଦେଶ ଲାଗୁ କରିଛନ୍ତି।

Hot this week

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

Related Articles

Popular Categories