www.samajalive.in
Saturday, December 13, 2025
17.1 C
Bhubaneswar

ସାମ୍ନାକୁ ଆସିଲା ଅହିରାଜର ଭୟଙ୍କର ରୂପ, ଭିଡିଓ ଦେଖିଲେ ଭୟ ଲାଗିବ

ନୂଆଦିଲ୍ଲୀ : ସାପର ନାଁ ଶୁଣିବା ମାତ୍ରେ ଲୋକେ ଭୟରେ ଥରନ୍ତି । ଦୂରରୁ ସାପକୁ ଦେଖି ଲୋକେ ଇଆଡେ ସିଆଡେ ଦୌଡନ୍ତି । ଆଉ ଯଦି ସାମ୍ନାରେ ଅହିରାଜ ଥାଏ ତେବେ  ସେକଥା ନକହିବା ଭଲ ।

- Advertisement -

ସାମାଜିକ ଗଣମାଧ୍ୟମରେ ଏବେ ଏକ ଫଟୋ ଭାଇରାଲ ହେଉଛି ଯେଉଁଥିରେ ଅହିରାଜର ଭୟଙ୍କର ରୂପ ନଜର ଆସୁଛି । ପାଟିରେ ଆଉ ଏକ ସାପକୁ କାମୁଡି ଧରିଛି ଅହିରାଜ । ଭିଡିଓରେ ତାର ଫଁ ଫଁ ଶବ୍ଦ ଶୁଣିବାକୁ ମିଳୁଛି । ତାର ଏହି ରୂପ ଦେଖି ଯେ କେହି ବି ଭୟ କରିଯିବ । ଗୋଟିଏ ଝଟକାରେ ସେ ନିଜ ପାଟିରେ ଧରିଥିବା ସାପକୁ ପିଟି ମାରିଦେଉଛି । ଏହି ଭିଡିଓକୁ ଏପର୍ଯ୍ୟନ୍ତ ୧ କୋଟିରୁ ଅଧିକ ଲୋକ ଦେଖିସାରିଲେଣି । ସମସ୍ତେ ଏହାକୁ ପସନ୍ଦ କରିବା ସହ ଭିଡିଓକୁ ସେୟାର କରୁଛନ୍ତି ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories