ସୁନାଚେନ ପାଇଁ ଗୁଳିମାଡ଼, ଘଟଣାସ୍ଥଳରେ ପୁଲିସର ଛାନଭିନ

ଖୋର୍ଦ୍ଧା: ସୁନାଚେନ ଲୁଟ ଉଦ୍ୟମ କରି ଦମ୍ପତିଙ୍କ ଉପରକୁ ଗୁଳିମାଡ଼ କରାଯାଇଥିବା ସୂଚନା ମିଳିଛି। ବାଇକରେ ଆସି ସିମୋର-ବାଘମାରୀ ରାସ୍ତାରେ ଦୁର୍ବୁତ୍ତମାନେ ଗୁଳିମାଡ଼ କରିଥିବା ଜଣାପଡ଼ିଛି। ତେବେ ଦମ୍ପତିଙ୍କ ଦେହରେ ଗୁଳି ବାଜିନାହିଁ। ଖବରପାଇ ଘଟଣାସ୍ଥଳରେ ବାଘମାରୀ ପୁଲିସ ପହଞ୍ଚି ଛାନଭିନ ଜାରି ରଖିଛି।

Comments are closed.