BJD Bijuli 287×100

ଚନ୍ଦକା ଜଙ୍ଗଲରେ ନିଆଁ

bjd gruha runa banner

ଭୁବନେଶ୍ବର : ଚନ୍ଦକା ଅଭୟାରଣ୍ୟରେ ନିଆଁ ଲାଗିଥିବାବେଳେ ଏହାକୁ ଲିଭାଇବାକୁ ଉଦ୍ୟମ ଜାରି ରହିଛି । ଚନ୍ଦକା ଗୋଡିବାରି ଜଙ୍ଗଲରେ କୌଣସି କାରଣରୁ ନିଆଁ ଲାଗିଛି ଏବଂ ଏହା  ଜଙ୍ଗଲରେ ପ୍ରାୟ ୨ କିମି ପର୍ଯ୍ୟନ୍ତ ବ୍ୟାପିଛି । ନିଆଁ ଲିଭାଇବାକୁ ବନ କର୍ମଚାରୀ ଓ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ୟମ କରାଯାଉଛି । ତେବେ କେମିତି ଏହି ନିଆଁ ଲାଗିଲା ତାହା ଜଣାପଡିନି । ଖରାଦିନେ ପ୍ରାୟତଃ ଜଙ୍ଗଲରେ ନିଆଁ ଲାଗିବା ଖବର ସାମ୍ନାକୁ ଆସୁଛି । ଜଙ୍ଗଲ ଜଳିବା ଯୋଗୁଁ ତାପମାତ୍ରା ମଧ୍ୟ ଅଧିକ ବୃଦ୍ଧି ପାଉଛି ।

ତାତିରୁ ସାମାନ୍ୟ ଆଶ୍ବସ୍ତି

Comments are closed.