www.samajalive.in
Saturday, December 6, 2025
19.1 C
Bhubaneswar

ରେଳ ଷ୍ଟେସନରେ ଯୁବକଙ୍କ ଠାରୁ ଲୁଟ୍‌‌ ; ୨ ଅଟକ

କେସିଙ୍ଗା : କେସିଙ୍ଗା ରେଳ ଷ୍ଟେସନରେ ଜଣେ ଯୁବକଙ୍କ ଠାରୁ ଲୁଟ୍‌‌ ହୋଇଥିବା ନେଇ ଶନିବାର ଅଭିଯୋଗ ହୋଇଛି। ରେଳଯୋଗେ କାମ କରିବାକୁ ବାହାରକୁ ଯିବାକୁ ଅପେକ୍ଷା କରିଥିବା ଜଣେ ଯୁବକକୁ କୌଶଳ କ୍ରମେ ରେଳ ଷ୍ଟେସନ ବାହାରକୁ ନେଇ ଲୁଟ କରିବା ନେଇ ଅଭିଯୋଗ ହୋଇଛି।  ଅଭିଯୋଗ କ୍ରମେ କେସିଙ୍ଗା ପୁଲିସ ୨ ଜଣ ଲୁଟେରାକୁ ଧରି ଥାନାରେ ଅଟକ ରଖିଛି । କେସିଙ୍ଗା ଅଞ୍ଚଳରେ ଲୁଟ ଏକ ନୀତିଦିନିଆ ଘଟଣା ହେଲାଣି। ରେଳ ଷ୍ଟେସନରୁ ଦୁରଦୁରାନ୍ତକୁ ଯିବା ଆସିବା କରୁଥିବା ଯାତ୍ରୀ ଲୁଟେରାଙ୍କ ହାବୁଡରେ ପଡି ଧନ ସମ୍ପତ୍ତି ହରାଉଛନ୍ତି।

 

- Advertisement -

 

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories