www.samajalive.in
Saturday, December 6, 2025
26.1 C
Bhubaneswar

୬୦ ବର୍ଷରେ ବି ଦେଖାଯିବେ ୨୫ ବର୍ଷ ; ଯୁବା ଦେଖାଯିବାର ଲୋଭ ଦେଖାଇ ୩୫ କୋଟି ଟଙ୍କା ଚୁନ ଲଗାଇଲେ ଦମ୍ପତି..

କାନପୁର:ସବୁବେଳେ ଯୁବା ଦେଖାଯିବାକୁ ଚାହୁଁଛନ୍ତି କି? ୬୦ ବର୍ଷ ବ୍ୟକ୍ତି ବିଶେଷଙ୍କ ମନରେ ପୁଣି ଥରେ ୨୫ ବର୍ଷ ଭଳି ଦେଖାଯିବାର ଲୋଭ ଆଣି ଠକିଛନ୍ତି ଦମ୍ପତି। ଉତ୍ତରପ୍ରଦେଶର କାନପୁରରେ ଏକ ଦମ୍ପତି ଲୋକଙ୍କୁ ଯୁବା ଦେଖାଯିବାର ଲୋଭ ଦେଖାଇ କୋଟି କୋଟି ଟଙ୍କାର ଚୁନ ଲଗାଇଛନ୍ତି । ପ୍ରାୟ ଜଣଙ୍କ ପିଛା ୯୦ ହଜାର ଠାରୁ ଆରମ୍ଭ କରି ଲକ୍ଷ ଲକ୍ଷ ଟଙ୍କା ନେଇଥିବା ଜଣାପଡିଛି ।

ଦଶହରାରେ ୨ ରାଜଯୋଗ ସହ ଅଦ୍ଭୁତ ସଂଯୋଗ; ଏହି ରାଶିଙ୍କ ଭାଗ୍ୟ ବଦଳିଯିବ, ମିଳିବ ଧନ, ହେବ ବିବାହ..

ୟୁଟ୍ୟୁବ୍‌ ସର୍ଟ୍ସ ପାଇଁ ଆସିଲା ବଡ ଅପଡେଟ୍‌; ଅକ୍ଟୋବର ୧୫ରୁ ହେବ ଏହି ପରିବର୍ତ୍ତନ ..

- Advertisement -

କାନପୁରରେ ‘ରିଭାଇଭାଲ୍ ୱାର୍ଲ୍ଡ’ ନାମକ ଏକ ଥେରାପି ସେଣ୍ଟର ଚଳାଉଥିବା ଏକ ଦମ୍ପତି ସହରରେ ବୃଦ୍ଧି ପାଉଥିବା ବାୟୁ ପ୍ରଦୂଷଣକୁ ରୋଜଗାରର ମାଧ୍ୟମ କରି ଲୁଟ୍‌ କରିଛନ୍ତି । ଦମ୍ପତି କହିଥିଲେ, ଖରାପ ଏବଂ ପ୍ରଦୂଷିତ ବାୟୁ ଯୋଗୁଁ ଲୋକମାନେ ଶୀଘ୍ର ବୟସ୍କ ହେଉଛନ୍ତି । ଇସ୍ରାଏଲରୁ ଆମଦାନୀ ହୋଇଥିବା ଏକ ମେସିନ୍ ସହିତ ସେମାନଙ୍କୁ ଅମ୍ଳଜାନ ଚିକିତ୍ସା ଦେଇ କିଛି ମାସ ମଧ୍ୟରେ ପୁଣି ଯୁବା କରି ହେବ । ପରେ କିଛି ଲୋକେ ଏହି ଜାଲରେ ପଡିଯାଇଥିଲେ । ଏହି ଦମ୍ପତି ୩୫ କୋଟି ଟଙ୍କା ନେଇ ଫେରାର୍‌ ହୋଇ ଯାଇଛନ୍ତି । ଠକାମିର ଶିକାର ହୋଇଥିବା ଲୋକେ ସାହାଯ୍ୟ ପାଇଁ ପୁଲିସକୁ ନିବେଦନ କରିଛନ୍ତି ।

ଦେଖନ୍ତୁ ଭିଡିଓ ; ଚଳନ୍ତା ଟ୍ରେନ୍‌ରେ ଚଢୁଥିଲେ, ଖସିପଡିଲେ, ତା’ପରେ..

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories