www.samajalive.in
Sunday, December 7, 2025
23.1 C
Bhubaneswar

ଗୁରୁପୂର୍ଣ୍ଣିମାରେ ରୋଗୀଙ୍କୁ ଫଳ ବଣ୍ଟନ

କଲ୍ୟାଣସିଂହପୁର : ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକରେ ଗୁରୁପୂର୍ଣ୍ଣିମା ଅବସରରେ ସତ୍ୟସାଇ ସେବା ସଙ୍ଗଠନ ଓଡିଶା କଲ୍ୟାଣସିଂହପୁର ସେବା ସମିତି ପକ୍ଷରୁ ରୋଗୀଙ୍କୁ ଫଳ ବଣ୍ଟନ କରିଛନ୍ତି । ଗୁରୁପୂର୍ଣ୍ଣିମା ଅବସରରେ ସତ୍ୟସାଇ ସେବା ପକ୍ଷରୁ  ଆବାହକ ସାଙ୍ଗମ ନୀଳକଣ୍ଠ ନେତୃତ୍ୱରେ ସାଇ ମନ୍ଦିରରେ ପତାକା ଉତ୍ତୋଳନ କରି ରୀତିନୀତି ଅନୁଯାୟୀ ପୂଜାପାଠ କରିଥିଲେ ।ଏହା ପରେ ସତ୍ୟ ସାଇ ସଂଘର ସମସ୍ତ ସଦସ୍ୟ  ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଓ ମାଆ ଗୃହକୁ ଯାଇ ଗର୍ଭବତୀ ଓ ରୋଗୀ ପ୍ରାୟ ୨୫ଜଣ ଙ୍କୁ ଫଳ ,ରୁଟି , କ୍ଷୀର ବଣ୍ଟନ କରିଥିଲେ । ଏଥିରେ ଏସ ନୀଳକଣ୍ଠ,  ବି ୱାରା ପ୍ରସାଦ ରାଓ ,ଏସ ଜନାର୍ଦ୍ଧନ ପଟ୍ଟନାୟକ, ବି ନାଗେଶ୍ୱର ,ଜି ଗୌରୀ ସମେତ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories