www.samajalive.in
Thursday, December 11, 2025
15.1 C
Bhubaneswar

ସହିଦ ପୀଠରେ ସହିଦଙ୍କ ପରିବାରଙ୍କୁ ସମ୍ବର୍ଦ୍ଧନା

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂ ହପୁର ବ୍ଲକ ପୂଜାରୀଗୁଡା ପଞ୍ଚାୟତ ବିନିଷ ପୁର ଗାଁର ଲୋକେ ଇଂରେଜ ଶାସନ କାଳରେ ତାଙ୍କ ସହିତ ଲଢ଼ି ମୃତ୍ୟୁ ବରଣ କରିଥିବା ୭ ଜଣ ପରିବାରକୁ ବିଶ୍ୱ କଲ୍ୟାଣ ସାଧନା ସମିତି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ୭୩ ତମ ଗଣତନ୍ତ୍ର ଦିବସ ପାଳନ ଅବସରରେ ବୀର ମାଟିର ସୁପୁତ୍ରଙ୍କୁ ମନେ ପକାଇ ସାଧନା ସମିତିର ଅନୁକୁଲ୍ୟରେ ସମିତିର ସଂସ୍ଥାପକ ତଥା ସିଦ୍ଧ ଗୁରୁ ଯୋଗୀଶ୍ରୀ ଚୈତନ୍ୟ ରାମ ଙ୍କ ସହଯୋଗରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

 

- Advertisement -

ସହିଦ ବିରମାନ ରାଇସିଙ୍ଗି କାଡ୍ରାକା, ଝୁମୁକା ବିଡିକା, ୱିରାକାଡ୍ରାକା, ସାରୁ ତିଆକା, ଜମା ପିଡିସିକା, ଡମ୍ବୁ ପ୍ରାସ୍କା ଓ ଜଣେ ମହିଳା ମାଣିକ ରାଇଙ୍କ ପରିବାରକୁ ଅନୁଷ୍ଠାନ ପକ୍ଷରୁ ଶୀତଳ ବସ୍ତ୍ର ପ୍ରଦାନ କରାଯାଇଛି। ଏଥିରେ ଅନ୍ୟ ଅତିଥି ଭାବେ ଦେବଗିରି ଆଶ୍ରମର ସନ୍ୟାସୀ କ୍ରାନ୍ତୀ ସ୍ୱରୂପା ନନ୍ଦ ଗିରୀ, ମଧ୍ୟ ପ୍ରଦେଶରୁ ଆସିଥିବା ସନ୍ଥ ସତ୍ୟେନ୍ଦ୍ର ମହାରାଜ ସମେତ ବିନିଶପୁର ଗାଁର କିଛି ଯୁବକ ଓ ବୟୋଜ୍ୟେଷ୍ଠ ବ୍ୟକ୍ତି ଗରିଆ ୱାଡାକା ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories