www.samajalive.in
Thursday, December 11, 2025
15.1 C
Bhubaneswar

ବିଶ୍ୱାସ ଯୋଗ୍ୟ ଦଳ ନୁହଁ କଂଗ୍ରେସ – ମାୟାବତୀ

ନୂଆଦିଲ୍ଲୀ: କଂଗ୍ରେସ ଏକ ବିଶ୍ୱାସ ଯୋଗ୍ୟ ରାଜନୈତିକ ଦଳ ନୁହଁ ବୋଲି ଅଭିଯୋଗ କରିଛନ୍ତି ବହୁଜନ ସମାଜ ପାର୍ଟି ଅଧ୍ୟକ୍ଷା ମାୟାବତୀ। କୌଣସି ପରିସ୍ଥିତିରେ କଂଗ୍ରେସକୁ ବିଶ୍ୱାସ କରାଯାଇ ନପାରେ ବୋଲି ତାହା ପୁଣିଥରେ ପ୍ରମାଣିତ ହୋଇଛି। ପୂର୍ବରୁ ରାଜସ୍ତାନରେ ବହୁଜନ ସମାଜ ପାର୍ଟିର ୬ଜଣଯାକ ବିଧାୟକ ଶାସକ କଂଗ୍ରେସ ଦଳରେ ଯୋଗଦେଇଛନ୍ତି। ମାୟାବତୀ ଏହି ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଏକାଧିକ ଟ୍ୱିଟରେ କହିଛନ୍ତି ଯେ କଂଗ୍ରେସ ସରକାରକୁ ବି.ଏସ୍‍.ପି. ବିଧାୟକମାନେ ବାହାରୁ ନିସର୍ତ୍ତ ସମର୍ଥନ କରୁଥିଲେ।

ତେବେ ସେମାନଙ୍କୁ ପ୍ରଲୋଭନ ଦିଆଯାଇ ଦଳରେ ସାମିଲ କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ଅନ୍ୟ ପକ୍ଷରେ ମାୟାବତୀଙ୍କ ବିବୃତ୍ତିରେ ପ୍ରତିକ୍ରିୟା ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ କହିଛନ୍ତି, ବି.ଏସ୍‍.ପି. ବିଧାୟକମାନେ ବିନା ସର୍ତ୍ତରେ ଏବଂ ନିଜ ଇଚ୍ଛା ଅନୁସାରେ କଂଗ୍ରେସରେ ଯୋଗ ଦେଇଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories