www.samajalive.in
Wednesday, December 10, 2025
23.1 C
Bhubaneswar

ରୂପ ସଜ୍ଜାରେ ଅଳଙ୍କାର

ଅଳଙ୍କାର ପ୍ରତ୍ୟେକ ମହିଳାଙ୍କୁ ପ୍ରିୟ ଅଟେ। ଅଳଙ୍କାରକୁ ନେଇ ସଭିଁଙ୍କ ରୁଚି ଭିନ୍ନ । ନିଜକୁ ସୁନ୍ଦର ଓ ଆକର୍ଷିତ କରିବା ପାଇଁ ବିଭିନ୍ନ ରକମର ଅଳଙ୍କାରକୁ ବ୍ୟବହାର କରିଥାଆନ୍ତି। ଅଳଙ୍କାର ମଧ୍ୟରେ କେବଳ ସୁନା, ରୂପା, ଖାଲି ନୁହେଁ, ଏବେ ବଜାରରେ ଭିନ୍ନ ଭିନ୍ନ ପ୍ରକାର ଅଳଙ୍କାର ମିଳୁଛି। ଯେପରି ବମ୍ବୋ ,କଲର୍ଡ଼, ଥ୍ରେର୍ଡ଼ ଜୁଏଲରୀ। ଏହି ପ୍ରକାରର ଅଳଙ୍କାରକୁ ଆଜି କାଲି ସଭିଁଏ ଖୁବ ପସନ୍ଦ କରୁଛନ୍ତି। ଏହି ଅଳଙ୍କାର ମାନଙ୍କର ବିଶେଷତ୍ୱ ହେଉଛି ଯେ ଆପଣ ନିଜ ପୋଷାକ ଅନୁଯାୟୀ ମେଳଖାଇଲା ଭଳି ଏହାକୁ ପିନ୍ଧି ପାରିବେ। ଜାଣନ୍ତୁ, ଅଳଙ୍କାରକୁ କିଭଳି ପିନ୍ଧିଲେ ସୌନ୍ଦର୍ୟ୍ୟ ବଢିଥାଏ।।
ଅଧିକ ପରିମାଣରେ ଅଳଙ୍କାର ପିନ୍ଧିଲେ ତାହା ଭଲ ଲାଗିନଥାଏ। ଯଦି ଆପଣ ଗଳାରେ ବଡ଼ ଧରଣର ହାର ପିନ୍ଧିଲେ କାନର ଅଧିକ ଭାରି ନପିନ୍ଧିଲେ ଏହା ସୁନ୍ଦର ଦେଖାଯାଏ।
ପାରମ୍ପରିକ ପୋଷାକରେ ଅଧିକ ଭାରି ଅଳଙ୍କାର ପିନ୍ଧିଲେ, ଏହା ସୁନ୍ଦର ଦେଖାଯାଏ।
ବିହାହ ଓ ଉତ୍ସବମାନଙ୍କରେ ଗଲାବେଳେ ରଙ୍ଗବେରଙ୍ଗର ଅଳଙ୍କାର ସହ ପୋଷକ ମଧ୍ୟ ରଙ୍ଗବେରଙ୍ଗର ପିନ୍ଧିଲେ ଭଲ ଲାଗିଥାଏ।ହାଲ୍‍କା ରଙ୍ଗର ପୋଷାକ ସହ ମଧ୍ୟ ରଙ୍ଗବେରଙ୍ଗର ଅଳଙ୍କାର ପିନ୍ଧିଲେ ଖୁବ ଭଲ ଲାଗେ।
ଏକ ରଙ୍ଗର ପୋଷାକ ସହ ବିଭିନ୍ନ ରଙ୍ଗର ଅଳଙ୍କାର ପିନ୍ଧିଲେ ମଧ୍ୟ ଖୁବ ସୁନ୍ଦର ଦେଖାଯାଏ।

Hot this week

ଭାରତରେ ପ୍ରତିଦିନ ୫୨ଗର୍ଭବତୀ ମହିଳାଙ୍କ ମୃତ୍ୟୁ: ବିଶ୍ୱରେ ପ୍ରତି ୨ମିନିଟରେ ଜଣେ, କାରଣ କ’ଣ?

ସମାଜ ଡିଜିଟାଲ ଡେସ୍କ: ବିଶ୍ୱରେ ୨୦୨୩ ମସିହାରେ, ଗର୍ଭାବସ୍ଥା କିମ୍ବା ପ୍ରସବ...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣା; ଲୁଥ୍ରା ଭ୍ରାତାଙ୍କ ବିରୋଧରେ ବ୍ଲୁ କର୍ଣ୍ଣର ନୋଟିସ

ପାଣାଜୀ: ଗୋଆ ରାଜଧାନୀ ପାଣାଜୀସ୍ଥିତ ଏକ ନାଇଟ୍‌ କ୍ଲବରେ ଗତ ରବିବାର...

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

Related Articles

Popular Categories