www.samajalive.in
Thursday, December 11, 2025
15.1 C
Bhubaneswar

ଜେଇଇଙ୍କୁ କାରରେ ଉଠାଇ ନେଇ ମାଡ଼ ମାରି ଲୁଟିଲେ, କୁଜଙ୍ଗ ଥାନାରେ ଏତଲା

ପାରାଦୀପ: କୁଜଙ୍ଗ ଜେଇଙ୍କୁ କାରରେ ଉଠାଇ ନେଇ ମାଡ଼ ମାରି ଲୁଟିଲେ। ୪ଜଣ ଦୁର୍ବୃତ୍ତ କୁଜଙ୍ଗ ଗ୍ରାମ୍ୟ ଉନ୍ନୟନ ଜେଇଙ୍କୁ କାରରେ ଉଠାଇ ନେଇ ମାଡ଼ ମାରିବା ସହ ସେ ପିନ୍ଧିଥିବା ସୁନା ଚେନ ଓ ମୁଦି ଲୁଟି ନେଇଥିଳେ। ଏହି ୪ଜଣ ଦୁର୍ବୃତ୍ତ ପଙ୍କପାଳ କାର୍ଯ୍ୟାଳୟ ନିକଟରୁ ତାଙ୍କୁ ଉଠାଇ ନେଇ ୩ ଘଣ୍ଟା ପରେ ଛାଡ଼ିଲେ।

ଜେଇଙ୍କୁ କୁଜଙ୍ଗ, ରାହାମା ଓ ତିର୍ତ୍ତୋଲରେ ୩ ଘଣ୍ଟା ବୁଲାଇବା ପରେ ଛାଡ଼ିଥିଲେ। ମାଡ଼ ମାରି ସୁନା ଚେନ ଓ ମୁଦି ଲୁଟିବା ପରେ ପଙ୍କପାଳ କାର୍ଯ୍ୟାଳୟ ନିକଟରେ ପୁଣି ଛାଡ଼ିଥିଲେ। କୁଜଙ୍ଗ ଥାନାରେ ଏତଲା ପରେ ଭୁବନେଶ୍ୱର ପୁଲିସ ଖୋଳତାଡ଼ ଆରମ୍ଭ କରିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories