ଜଳେଶ୍ବର: ବନ୍ଧୁକ ମୁନରେ ୫ଲକ୍ଷ ଟଙ୍କାର ଗହଣା ଲୁଟ ହୋଇଥିବା ସୂଚନା ମିଳିଛି। ମହମ୍ମଦନଗର ପାଟଣା ଛକରେ ଗହଣା ବେପାରୀଙ୍କ ଠାରୁ ୫ଲକ୍ଷ ଟଙ୍କା ଲୁଟ ହୋଇଥିବା ଜଣାପଡ଼ିଛି। ଦୋକାନ ବନ୍ଦ କରି ଘରକୁ ଫେରୁଥିବାବେଳେ ଲୁଟ ହୋଇଥିଲା। ପ୍ରାୟ ୫ଲକ୍ଷ ଟଙ୍କାର ଲୁଟ ହୋଇଥିବା ସୂଚନା ମିଳିଛି। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଜାରି ରଖିଛି।
Popular Categories



