www.samajalive.in
Saturday, December 6, 2025
26.1 C
Bhubaneswar

ହାତରେ ଫୁଟିଗଲା ବୋମା- ଅପରାଧୀଗୁରୁତର

ଭୁବନେଶ୍ୱର/ଜଗତସିଂହପୁର – ଅପରାଧ ଘଟାଇବା ପାଇଁ ବୋମା ନେଇ ଯିବା ବେଳେ ଅପରାଧୀର ହାତରେ ଫୁଟିଗଲା ବୋମା । ଜଗତସିଂହପୁର କରେଇ ହାଟ ନିକଟରେ ଏହି ଘଟଣା ଘଟିଛି । ଏହି ଅପରାଧୀ ସହ ଥିବା ଅନ୍ୟ ୪ ଜଣ ସହଯୋଗୀ ଅପରାଧୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଏହି ଅପରାଧୀମାନେ କୌଣସି ସ୍ଥାନକୁ ଅପରାଧ ଘଟାଇବା ପାଇଁ ବାଇକ୍‌ରେ ଯାଉଥିବା ସନ୍ଦେହ କରାଯାଉଛି ।

କରେଇ ହାଟ ନିକଟରେ ଅପରାଧୀର ହାତରେ ଗୋଟିଏ ବୋମା ଫୁଟିଯାଇଥିଲା । ସେ ଗୁରୁତର ହେବାରୁ ଅନ୍ୟ ସହଯୋଗୀମାନେ ତାକୁ ସେଠାରେ ଛାଡି ଫେରାର ହୋଇଯାଇଥିଲେ । ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଗୋଟିଏ ବୋମା ଜବତ କରିବା ସହ ଏହି ଘଟଣାର ତଦନ୍ତ ଜାରି ରଖିଛି ।

Hot this week

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

Related Articles

Popular Categories