www.samajalive.in
Sunday, December 14, 2025
26.1 C
Bhubaneswar

ଜଗନ୍ନାଥ ପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜନ୍ମ ନେଲା ବିରଳ ଶିଶୁ ପୁତ୍ର

ଭୂବନେଶ୍ୱର: ଗଞ୍ଜାମ ଜିଲାର ଜଗନ୍ନାଥ ପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅକ୍ଟୋବର ୫ ତାରିଖ ସକାଳେ ଏକ ପ୍ରଥମ ବିରଳ ଶିଶୁ ପୁତ୍ର ଜନ୍ମ ହୋଇଛି। ଏନି ନବଜାତକ ଶିଶୁର ବାପାଙ୍କ ନାମ ପର୍ଶୁରାମ ବିଷୋୟୀ ଓ ଘର ଗଞ୍ଜାମ ଜିଲା ଅନ୍ତର୍ଗତ ଚିକିଟି ପାତ୍ରପୁର ଅଞ୍ଚଳରେ ହୋଇଥିବାବେଳେ ତାଙ୍କ ମା’ଙ୍କ ଗ୍ରାମ ଛାମୁଣ୍ଡାରେ ବୋଲି ଜଣାପଡ଼ିଛି। ଏ ସମ୍ପର୍କରେ ଡାକ୍ତର ଶ୍ରୀତମ ସୌରଭ ସାହୁ କହିଛନ୍ତି ଯେ ଜଗନ୍ନାଥ ପ୍ରସାଦ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ ବିରଳ ଶିଶୁପୁତ୍ର ଜନ୍ମ ହୋଇଛି। ଶିଶୁଟିର ସାରା ଦେହ ଫାଟି ଥିବା ବେଳେ ଦୁଇ ଆଖି ଲାଲ୍ ରଙ୍ଗ ପରି ପିଣ୍ଡୁଳା ଆକୃତିର ହୋଇଛି। ଯାହା ଏକ ବଂଶଗତ ରୋଗ। ଶିଶୁଟି ଜନ୍ମ ହେବା ପରେ ତାର ତୁରନ୍ତ ଚିକିତ୍ସା ଜରୁରୀ। ତେଣୁ ବଂଶଗତ ରୋଗରେ ଆକ୍ରାନ୍ତ ଶିଶୁଟି ଜନ୍ମ ହେବା ପରେ ଉଭୟ ମା’ ଓ ନବଜାତକ ଶିଶୁକୁ ବ୍ରହ୍ମପୁର ବଡ ମେଡିକାଲକୁ ରେଫର କରିଛନ୍ତି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories