www.samajalive.in
Friday, December 12, 2025
23.1 C
Bhubaneswar

ଭାରତର ଅଭିବୃଦ୍ଧି ହାର ଶତକଡ଼ା ୭ ଭାଗ ରହିବ : ଏଡିବି

ନୂଆଦିଲ୍ଲୀ : ୨୦୧୯-୨୦ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ହାର ଶତକଡ଼ା ୭ ଭାଗ ରହିବ ବୋଲି ଏସୀୟ ଉନ୍ନୟନ ବ୍ୟାଙ୍କ(ଏଡିବି) କହିଛି । ଆର୍ଥିକ ନିଅଣ୍ଟ ଭିତ୍ତିକରି ଏଡିବି ଏଭଳି ପୂର୍ବାନୁମାନ କରିଛି । ୨୦୧୯ରେ ଭାରତ ଶତକଡ଼ା ୭ ଭାଗ ଓ ୨୦୨୦ରେ ଶତକଡ଼ା ୭.୨ ଭାଗ ଅଭିବୃଦ୍ଧି ହାସଲ କରିବାର ଆଶା କରାଯାଉଛି ବୋଲି ଏଡିବି କହିଛି ।

ତେବେ ଏଡିବି ଚଳିତ ଆର୍ଥିକ ବର୍ଷ ପାଇଁ ଅଭିବୃଦ୍ଧି ହାରକୁ ଶତକଡ଼ା ୭ ଭାଗକୁ ହ୍ରାସ କରିଛି। ଯାହା ଗତ ଏପ୍ରିଲ୍‍ ମାସର ପୂର୍ବାନୁମାନ ତୁଳନାରେ ସାମାନ୍ୟ କମ୍‍ । ଏସୀୟ ଉନ୍ନୟନ ବ୍ୟାଙ୍କ ଆଉଟ୍‍ଲୁକ୍‍ ୨୦୧୯ ରିପୋର୍ଟରେ ଏହା ପ୍ରକାଶ ପାଇଛି । ପୂର୍ବରୁ ଗତ ଏପ୍ରିଲ୍‍ ମାସରେ ଏଡିବି ଭାରତର ଅଭିବୃଦ୍ଧି ହାର ଶତକଡ଼ା ୭.୬ ସ୍ଥାନରେ ଶତକଡ଼ା ୭.୨ ଭାଗ ହେବାର ପୂର୍ବାନୁମାନ କରିଥିଲା।

Hot this week

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

ଉମର ଖାଲିଦଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ...

Related Articles

Popular Categories