www.samajalive.in
Sunday, December 14, 2025
26.1 C
Bhubaneswar

ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଜିତିଲା ଭାରତ

ନାଗପୁର : ଇଂଲଣ୍ଡକୁ ପ୍ରଥମ ଦିନିକିଆରେ ୪ ଓ୍ବିକେଟରେ ହରାଇଲା ଭାରତ । ନାଗପୁରର ଭିସିଏ ଷ୍ଟାଡିୟମରେ ଇଂଲଣ୍ଡ ପ୍ରଥମ ବ୍ୟାଟିଂ ଚୟନ କରି ୪୭.୫ ଓଭରରେ ୨୪୮ ରନ୍ ସଂଗ୍ରହ କରି ଅଲଆଉଟ୍ ହୋଇଯାଇଥିଲା । ଭାରତ ୩୮.୪ ଓଭରରେ ୬ ଓ୍ବିକେଟ ହରାଇ ଲକ୍ଷ୍ୟକୁ ହାସଲ କରି ବିଜୟ ଲାଭ କରିଥିଲା । ଦ୍ବିତୀୟ ଦିନିକିଆ ୯ ଫେବୃୟାରୀରେ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯିବ ।

ଭାରତର ଶୁଭମନ ଗିଲ୍ ୮୭, ଶ୍ରେୟସ ଅୟର ୫୯ ଓ ଅକ୍ଷର ପଟେଲ ୫୨ ରନ୍ କରିଛନ୍ତି । ରବିନ୍ଦ୍ର ଜଡେଜା ଓ ହର୍ଷିତ ରାଣାଙ୍କୁ ୩-୩ ଓ୍ବିକେଟ ମିଳିଛି । ଇଂଲଣ୍ଡରୁ ଜୋସ୍ ବଟଲର ୫୨ ଓ ଜ୍ୟାକବ ବେଥେଲ ୫୧ ରନ୍ କରିଛନ୍ତି । ଆଦିଲ ରଶିଦ ଓ ସାକିବ ମହମୁଦଙ୍କୁ ୨-୨ ଓ୍ବିକେଟ୍ ମିଳିଛି ।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories