www.samajalive.in
Saturday, December 13, 2025
21.1 C
Bhubaneswar

ବିଏସ୍‌ଏଫ୍‌ ପ୍ରଣ୍ଟୟିଅର ମୁଖ୍ୟାଳୟ ସ୍ୱତନ୍ତ୍ର ଅଭିଯାନ କମାଣ୍ଡର ଦାୟିତ୍ୱ ନେଲେ ଆଇଜି ଚାରୁଧ୍ୱଜ ଅଗ୍ରଓ୍ୱାଲ

ଭୁବନେଶ୍ୱର (ସମାଜ ଡିଜିଟାଲ୍‌) – ବିଏସ୍‌ଏଫ୍‌ ପ୍ରଣ୍ଟୟିଅର ମୁଖ୍ୟାଳୟ ସ୍ୱତନ୍ତ୍ର ଅଭିଯାନର କମାଣ୍ଡ ଦାୟିତ୍ୱ ଆଇଜି ଚାରୁଧ୍ୱଜ ଅଗ୍ରଓ୍ୱାଲ ଗ୍ରହଣ କରିଛନ୍ତି । ତାଙ୍କର ପଦନ୍ୱତିପରେ ସେ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି ।ସେ ବିଏସ୍‌ଏଫ୍‌ର ଜଣେ ଦାୟିତ୍ୱ ସମ୍ପନ୍ନ ଅଧିକାରୀ ଭାବେ ପରିଚିତ ।

୧୯୮୯ ବ୍ୟାଚର ଅଧିକାରୀ ଆଇଜି ଚାରୁଧ୍ୱଜ ଅଗ୍ରଓ୍ୱାଲ ଓଡିଶାରେ ମାଓ ବିରୋଧ ଏବଂ ସୁରକ୍ଷାର ଅନେକ ସ୍ୱତନ୍ତ୍ର ଅଭିଯାନର ନେତୃତ୍ୱ ନେଇଥିଲେ । ସ୍ୱାଭିମାନ ଅଞ୍ଚଳରେ ସେ ଶାନ୍ତି ଫେରାଇଆଣିବାପରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ୨୦୧୦ରୁ -୨୦୧୨ ପର୍ଯ୍ୟନ୍ତ ମାଲକାନଗିରିରେ ନକ୍ସଲ ବିରୋଧି ଅନେକ ଅଭିଯାନର ସଫଳ ରୂପାୟନ କରିଥିଲେ ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories