ପାରିବାରିକ କଳହକୁ ନେଇ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ

ଯାଜପୁର : ପାରିବାରିକ କଳହକୁ ନେଇ ସ୍ତ୍ରୀର ଗଳା କାଟି ହତ୍ୟା କଲା ସ୍ବାମୀ ।  ମଙ୍ଗଳପୁର ଥାନା ମିଜାମପୁର ଗାଁରେ ଘଟିଛି ଏହି ହତ୍ୟାକାଣ୍ଡ । ପାରିବାରିକ କଳହ ଯୋଗୁଁ ଉତ୍ୟକ୍ତ ହୋଇ ଛୁରିରେ ସ୍ତ୍ରୀର ଗଳା କାଟି ହତ୍ୟା କରିଛି ସ୍ବାମୀ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଅଭିଯୁକ୍ତକୁ ଅଟକ ରଖି ଆଗାମୀ ତଦନ୍ତ ଜାରି ରଖିଛି ପୁଲିସ ।

ବାର୍ ମାଲିକ ଓ ଏଜେଣ୍ଟ ଗିରଫ

 

Comments are closed.