www.samajalive.in
Wednesday, December 10, 2025
16.1 C
Bhubaneswar

ହୋଣ୍ଡା କାରରେ ବମ୍ଫର ଅଫର

ନୂଆଦିଲ୍ଲୀ : ହୋଣ୍ଡା କାର ନିଜର କିଛି ମଡେଲ ଉପରେ ସ୍ୱତନ୍ତ୍ର ଅଫର ଦେଇଛି। ଏହି ଅଫର ଦ୍ୱାରା ଗ୍ରାହକ ୧ଲକ୍ଷ ପର୍ଯ୍ୟନ୍ତ ଲାଭ ପାଇପାରିବେ। କମ୍ପାନୀ ବ୍ରିଓ, ଆମାଜି, ଡବ୍ଲ୍ୟୁଆର-ଭି, ସିଟି, ବିଆର-ଭି ଆଦି ମଡେଲ ରହିଛି। କମ୍ପାନୀର ଏହି ଅଫର ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ।
୨୦୧୮ରେ ହୋଣ୍ଡା ବ୍ରିୟୋ ବଜାର ପ୍ରବେଶ ବନ୍ଦ କରାଯାଇଥିଲା। କିନ୍ତୁ, ବଳିଥିବା କିଛି ଗାଡିକୁ କମ୍ପାନୀ କମ ଦାମରେ ବିକ୍ରି କରିବାକୁ ଚେଷ୍ଟା କରୁଛି। ସେହିପରି ହୋଣ୍ଡା ଅମେଜିରେ କମ୍ପାନୀ ରିଆତି ପ୍ରଦାନ କରିଛି। ଏହି କାରରେ ବେଶି ରିଆତି ନ ଦେଇ ୪/୫ ବର୍ଷ ପର୍ଯ୍ୟନ୍ତ ୱାରେଣ୍ଟି ପ୍ରଦାନ କରିଛି। ହୋଣ୍ଡା ଝାଜରେ ଏକ୍ସଚେନ୍‍ଜ କଲେ ୨୫ହଜାର ବୋନସ୍‍ ଟଙ୍କା ପର୍ଯ୍ୟନ୍ତ ରିଆତି ମିଳିପାରିବ। ସେହିପରି ସିଟି ସୋଡାନ କଥା କହିବାକୁ ଗଲେ ୧ଟଙ୍କାରେ ୩୨ହଜାର ଟଙ୍କା ଇନ୍ସ୍ୟୁରାନ୍ସ, ଗାଡି ବଦଳାଇବାରେ ୧୦ହଜାର ଟଙ୍କା ବୋନସ୍‍ ମିଳିପାରିବ। ହୋଣ୍ଡା ଡବ୍ଲ୍ୟୁଆର-ଭିରେ ୧ ଟଙ୍କାରେ ୨୫ହଜାର ଟଙ୍କା ପର୍ଯ୍ୟନ୍ତ ଇନ୍ସୁରାନ୍ସ ମିଳିପାରିବ। ସେହିପରି ବିଆର-ଭିରେ ୩୩,୫୦୦ ଟଙ୍କା ପର୍ଯ୍ୟନ୍ତ ରିଆତି ମିଳୁଛି।
କମ୍ପାନୀର ଏହି ଅଫରକୁ ଗ୍ରାହକ ଗ୍ରହଣ କରିବେ ବୋଲି କମ୍ପାନୀ ଆଶା ରଖିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories