www.samajalive.in
Thursday, December 11, 2025
27.1 C
Bhubaneswar

ରାତି ୯ଟା – ମୁଖ୍ୟ ସମ୍ବାଦ

ବଡ ଖବର
# ପୂର୍ବ ଲଦାଖ ଅଞ୍ଚଳ ସୀମାରେ ଚୀନ ଓ ଭାରତୀୟ ସେନା ମୁହାଁମୁହିଁ
# ଲ୍ୟାଣ୍ଡର ବିକ୍ରମ ସହ ହୋଇ ପାରୁନି ଯୋଗାଯୋଗ – ବିକ୍ରମ ପାଖକୁ ନାସା ପଠାଇଲା ‘ହ୍ୟାଲୋ’ ମେସେଜ
# କଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ କୌଣସି ବି ଅନ୍ତର୍ଜାତୀୟ ସମୂହ ସମର୍ଥନ କରି ନଥିବା କହିଛନ୍ତି ସେଠାକାର ଆଭ୍ୟନ୍ତରୀଣ ମନ୍ତ୍ରୀ ବ୍ରିଗେଡିୟର ଇଜାଜ ଅହମ୍ମଦ ଶାହ

ଆଞ୍ଚଳିକ
# ଭୁବନେଶ୍ୱର ଇଡିକଲ୍‌ ଅଡିଟୋରିୟମରେ ବରିଷ୍ଠ ସାମ୍ୱାଦିକ ଦିଲୀପ ଶତପଥୀଙ୍କ ବିୟୋଗରେ ଶୋକସଭା – ସେ ଥିଲେ ନିର୍ଭୀକ ଓ ନିରପେକ୍ଷ ଗଣମାଧ୍ୟମ ପ୍ରତିନିଧି
# ରାଜୁଆ ନଦୀରେ ବନ୍ୟା ପାଣି – ଖୋର୍ଦ୍ଧା ଓ କଣାସ ବ୍ଲକର ୬ଟି ପଞ୍ଚାୟତର ୨୫ରୁ ଅଧିକ ଗାଁ ପାଣିଘେରରେ
# ଓଡ଼ିଶା ଉପରି ଭାଗରେ ମନ୍‌ସୁନ୍‌ ଟ୍ରପ୍‌ ଲାଇନ୍‌ – ଆସନ୍ତା ୧୬ ଯାଏ ଲାଗି ରହିବ ବର୍ଷା
# ଭୁବନେଶ୍ୱର ଆଚାର୍ଯ୍ୟ ବିହାର, ବାଣୀବିହାର ଓ ଜୟଦେବ ବିହାର ଛକରେ ଥିବା ବସ୍‌ ଷ୍ଟପ୍‌ରେ ଆଉ ରହିବ ନାହିଁ ବସ୍‌
# ଜଟଣୀ ସମସ୍ୟାକୁ ନେଇ ରାଜସ୍ୱ ପରିଷଦ ସଭ୍ୟଙ୍କୁ ଭେଟିଲେ ବିଧାୟକ ସୁର ରାଉତରାୟ ଏବଂ ସାଂସଦ ଅପରାଜିତା ଷଡ଼ଙ୍ଗୀ
# ବାଲେଶ୍ୱରରେ ପ୍ରଥମ ଶ୍ରେଣୀ ଛାତ୍ରକୁ ପିଅନ ପକାଇଲା ତାଲା – ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତି ପ୍ରତିମା ସସପେଣ୍ଡ
# ନୂଆଦିଲ୍ଲୀରେ ଏଆଇସିସି ବୈଠକ, ଓଡ଼ିଶାରେ ନିରଞ୍ଜନ – ଇତିଶ ମୁହାଁମୁହିଁ
# ପୁରୀରେ ପୂର୍ବାଞ୍ଚଳ ଜଳ ଜୀବନ ମିଶନ ପ୍ରଥମ ବୈଠକ – ୨୦୨୪ ସୁଦ୍ଧା ୭୨ ପ୍ରତିଶତଙ୍କୁ ମିଳିବ ପାଇଁ ଜଳ କହିଲେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱାତ
# ଆଗାମୀ ଅକ୍ଟୋବର ୨ରୁ ରାଜ୍ୟର ୬୨ ଲକ୍ଷ ପିଲାଙ୍କୁ ଦିଆଯିବ ଅହିଂସା ବାବଦରେ ଶିକ୍ଷା – ଗଣଶିକ୍ଷା ବିଭାଗର ନିଷ୍ପତ୍ତି
# ଗଞ୍ଜେଇ ଚାଲାଣରେ ଗଞ୍ଜାମ ଟପ – ବଡ଼ଗଡ଼ ପୁଲିସ ଜବତ କଲା ୩ଟନ ଗଞ୍ଜେଇ
# ମୃତକଙ୍କୁ ସାଲାଇନଦେବା ଘଟଣା – ତଦନ୍ତ ଆଦେଶ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ
# ମାଲକାନଗିରି ଏମଭି-୯୬ ପୋଲ ଉପରେ ବନ୍ୟାଜଳ – ମୋଟୁ-କାଲିମେଳା ମଧ୍ୟରେ ଯୋଗଯୋଗ ବିଚ୍ଛିନ୍ନ
# ଢେଙ୍କାନାଳ ଜିଲ୍ଲା ରାସୋଳ କାଠକୁମ୍ଭା ଗାଁରେ ଯୈାତୁକ ପାଇଁ ଜଣେ ମହିଳାଙ୍କୁ ନିଆଁରେ ହତ୍ୟା

- Advertisement -

ଜାତୀୟ
# ପୂର୍ବ ଲଦାଖ ଅଞ୍ଚଳ ସୀମାରେ ଚୀନ ଓ ଭାରତୀୟ ସେନା ମୁହାଁମୁହିଁ – ଅନେକ ସମୟ ଧରି ଚାଲିଲା ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି
# ଲ୍ୟାଣ୍ଡର ବିକ୍ରମ ସହ ହୋଇ ପାରୁନି ଯୋଗାଯୋଗ – ବିକ୍ରମ ପାଖକୁ ନାସା ପଠାଇଲା ‘ହ୍ୟାଲୋ’ ମେସେଜ
# ନୂଆ ମୋଟରଯାନ ସଂଶୋଧିତ ଆଇନ୍‌ ରାଜସ୍ୱ ସଂଗ୍ରହ ପାଇଁ ନୁହଁ ବରଂ ଲୋକଙ୍କ ଜୀବନ ବଞ୍ଚାଇବାକୁ ଉଦ୍ଦିଷ୍ଟ – କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ
# ଗ୍ଲୋବାଲ ରେକର୍ଡ଼ ୨୦୨୦ର ଟପ ୩୦୦ ବିଶ୍ୱିବିଦ୍ୟାଳୟ – ଭାରତର ଗୋଟିଏ ବି ନାହିଁ
# ଗୋରଖପୁରର ରିୟାନ୍‌ଭ୍‌ ଗାଁରେ ଅନ୍ୟମନସ୍କ ହୋଇ ସ୍ୱାମୀଙ୍କ ସହ ଫୋନ୍‌ରେ କଥା ହେବାବେଳେ ସାପ ଉପରେ ବସି ପଡିଲେ ମହିଳା – ସାପ କାମୁଡ଼ାରେ ହେଲା ମୃତ୍ୟୁ
# ସେନା ମୁଖ୍ୟ ଜେନେରାଲ ବିପିନ ରାଓ୍ଵତ – ପିଓକେକୁ ନେଇ ଯେ କୌଣସି ପ୍ରକାର ଅଭିଯାନ ପାଇଁ ଆମେ ପ୍ରସ୍ତୁତ
# ଇଏତ ଟ୍ରେଲର, ଫିଲ୍ମ ବାକି ଅଛି – ପ୍ରଧାନମନ୍ତ୍ରୀ ମୋଦୀ
# କାଶ୍ମୀର ଭାରତର ଅଭିନ୍ନ ଅଙ୍ଗ ଏବଂ ଆମ ଦେଶର ସୁରକ୍ଷା ସହ କୌଣସି ପ୍ରକାର ସାଲିସ କରାଯିବନି – ମୁସଲମାନ ସଂଗଠନ ଅଧ୍ୟକ୍ଷ ମହମୁଦ ମଦନୀ

ଆନ୍ତର୍ଜାତିକ
# କଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ କୌଣସି ବି ଅନ୍ତର୍ଜାତୀୟ ସମୂହ ସମର୍ଥନ କରି ନଥିବା କହିଛନ୍ତି ସେଠାକାର ଆଭ୍ୟନ୍ତରୀଣ ମନ୍ତ୍ରୀ ବ୍ରିଗେଡିୟର ଇଜାଜ ଅହମ୍ମଦ ଶାହ
# ପାକିସ୍ତାନର ବନ୍ଦୀ ଥିବା କୁଳଭୂଷଣଙ୍କୁ କନସୁଲାର ଆକ୍‌ସେସ ଦେବାକୁ ମନା କଲା ପାକିସ୍ତାନ
# ଜାମ୍ମୁ କାଶ୍ମୀରର କଠୁଆରେ ତିନି ଆତଙ୍କବାଦୀଙ୍କ ସହ ଅସ୍ତ୍ରଶସ୍ତ୍ର ଓ ଗୋଳା ବାରୁଦ ବୋଝେଇ ଟ୍ରକ ଜବତ

Hot this week

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

Related Articles

Popular Categories