ବଡ ଖବର
# ମନସୁନ୍ ଟ୍ରଫ୍ ଲାଇନ୍ ପ୍ରଭାବରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ଅନୁଗୁଳ ଏବଂ ସମ୍ବଲପୁରରେ ପ୍ରବଳ ବର୍ଷା ସମ୍ଭାବନା
# ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଜୁଲାଇ ୩୧ରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ଟେରିଟୋରିଆଲ ଆର୍ମିର ପାରାସୁଟ ରେଜିମେଣ୍ଟରେ ମୁତୟନ ହେବେ
# ସ୍ୱାସ୍ଥ୍ୟ ବିଭାଗ ଡ୍ରଗ୍ସ କଣ୍ଟ୍ରୋଲ ଶାଖା ପକ୍ଷରୁ କଳିଙ୍ଗ ହସ୍ପିଟାଲରେ ଚଢାଉ – ନିମ୍ନମାନର ଔଷଧ ଜବତ
# ବ୍ୟାଚଲର ଅଫ ଏଜୁକେସନ (ବି.ଏଡ଼) ପାଠ୍ୟକ୍ରମର ଅବଧି ହେଲା ୪ ବର୍ଷ, ଯୁକ୍ତ ଦୁଇ ପରେ ଏହି ୪ ବର୍ଷୀୟା ଇନଟିଗ୍ରେଟେଡ଼ ବି.ଏଡ଼ କୋର୍ସ କରିହେବ
ଆଞ୍ଚଳିକ
# କଟକରେ ୩ ଜଣଙ୍କୁ ହତ୍ୟା ପରେ କମିଶନରେଟ୍ ପୁଲିସ୍ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଜାରି, ହତ୍ୟାକାରୀକୁ ଧରିବା ଲାଗି ପାଟ୍ରୋଲିଂ ବ୍ୟବସ୍ଥା ଜୋରଦାର
# ବାଲେଶ୍ୱର ବାଲିଆପାଳ ଥାନା ଅନ୍ତର୍ଗତ ଇଡ୍କୋ ଛକ ନିକଟସ୍ଥ ଢାବାରୁ ଝୁଲନ୍ତା ଅବସ୍ଥାରେ ନାବାଳକ ମୃତଦେହ ଉଦ୍ଧାର, ବିଚ୍ ରାସ୍ତାରେ ଥାନା ଅଧିକାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଲୋକେ
# ଅନୁଗୁଳ ଏମ୍ସିଏଲ୍ର ଭରତପୁର କୋଇଲା ଖଣିରେ ମାଟି ଧସିବା ଘଟଣାରେ ଆଉ ୨ଜଣଙ୍କ ମୃତଦେହ ଉଦ୍ଧାର
# ବିଧାନସଭାରେ ଶିଳ୍ପମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର କହିଛନ୍ତି – ଧାମରାରେ ଲ୍ୟାଣ୍ଡ୍ ବ୍ୟାଙ୍କ ପ୍ରତିଷ୍ଠା ହୋଇଛି
# ବିଦ୍ୟାଳୟରେ କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତି ପ୍ରସଙ୍ଗ ନେଇ ବିଧାନସଭାରେ ଚର୍ଚ୍ଚା, କାହିଁକି ଛଟେଇ କଲ ବୋଲି ପଚାରିଲେ ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ
# ଆରମ୍ଭ ହେଲା ନବନିଯୁକ୍ତ ଏଏସଓଙ୍କ ପ୍ରଶିକ୍ଷଣ ଶିବିର – ୫୦୦ ଜଣଙ୍କୁ ମୁଖ୍ୟମନ୍ତ୍ରୀ ବାଣ୍ଟିଲେ ନିଯୁକ୍ତି ପତ୍ର
# କେନ୍ଦ୍ରାପଡ଼ା ବିଜେଡି ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ଭାଇ ଅନୁପ୍ରାସଙ୍କ ବିରୋଧରେ ମହିଳା ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଅଭିଯୋଗର ଏଯାଏ ପ୍ରମାଣ ମିଳି ନ ଥିବା କଟକ ଡିସିପିଙ୍କ ସୂଚନା
# ଅନୁଗୋଳର ଜଣେ ନାବାଳିକା ଦୁଷ୍କର୍ମକାରୀ ଅନାମ ଦେହୁରୀକୁ ଫାଶୀ ଦଣ୍ଡାଦେଶ ଶୁଣାଇଲେ ଅନୁଗୋଳ ‘ପକ୍ସୋ’ କୋର୍ଟ ବିଚାରପତି ସୁରେଶ ଚନ୍ଦ୍ର ପ୍ରଧାନ
# ଆରମ୍ଭ ହେଲା ରଥ ଭଙ୍ଗା କାର୍ଯ୍ୟ -୧୨ ଦିନରେ ସରିବ କାମ
# ମଧ୍ୟାହ୍ନ ଭୋଜନ ଖାଇ କେନାଲ୍ରେ ହାତ ଧୋଇବା ବେଳେ ଗୋଡ଼ ଖସିଯାଇ ବାଲେଶ୍ୱର ଜିଲ୍ଲା ଖଇରା ଥାନା ରଟିଣା ହାଇସ୍କୁଲ ଦୁଇ ଛାତ୍ର ଧନଞ୍ଜୟ ଜେନା ଓ ରାଜେଶ ସାହୁ ମୃତ
# ଆତ୍ମଘୋଷିତ ବାବା ସାରଥୀଙ୍କ ସମସ୍ତ ଗତିବିଧି ଉପରେ ନଜର ରଖିବ କ୍ରାଇମବ୍ରାଞ୍ଚ
# ଦୁଇ ଦିନରେ ବର୍ଷା ନହେଲେ ସ୍ଥିତି ଗମ୍ଭୀର ହେବ – ରାଜସ୍ଵ ମନ୍ତ୍ରୀ ସୁଦାମ ମାରାଣ୍ଡି।
# ବିଗତ ୭ ମାସରେ ନିଶା କାରବାରରେ ୫୫୦ ଜଣ ଗିରଫ – କ୍ରାଇମବ୍ରାଂଚ ଏସଟିଏଫ ଏସପି ରାହୁଲ ପିଆର
# ମଦଦୋକାନୀଙ୍କୁ ପୁରସ୍କାର ପାଇଁ ବିଧାନସଭା ଷ୍ଟାଣ୍ଡିଂ କମିଟି ପ୍ରସ୍ତାବକୁ ବିରୋଧ କରି ଭୁବନେଶ୍ୱରରେ ମଦମୁକ୍ତି ଯୁବବାହିନୀର ବିକ୍ଷୋଭ ପ୍ରଦର୍ଶନ
# ଦେଶର ୧୭ଟି ଆଦର୍ଶ ପର୍ୟ୍ୟଟନସ୍ଥଳୀ ତାଲିକାରେ ପୁରୀ ଜଗନ୍ନାଥ ମନ୍ଦିର ଓ କୋଣାର୍କ ସୂର୍ୟ୍ୟ ମନ୍ଦିରକୁ ସାମିଲ କରିବା ନେଇ କେନ୍ଦ୍ର ପର୍ୟ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କୁ ପତ୍ର ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
# ଖୋର୍ଦ୍ଧା ଟାଙ୍ଗୀ ଥାନା ଲକ୍ଷ୍ମୀଧରପୁରରେ ଦମ୍ପତ୍ତିଙ୍କୁ ବନ୍ଧୁକ ଦେଖାଇ ଡାକ୍ତରଙ୍କ ଘରୁ ଚୋରି ଅଭିଯୋଗ
# କଳାହାଣ୍ଡି ଉର୍ଲାଦାନି ଅଞ୍ଚଳରେ ମାଓ ପୋଷ୍ଟର – ଜଳ ,ଜମି ଓ ଜଙ୍ଗଲ ଅଧିକାର ପାଇଁ ଏକଜୁଟ ହେବାକୁ ନିର୍ଦ୍ଦେଶ
# ସ୍ମାର୍ଟ ସିଟି ଭୁବନେଶ୍ୱରର ମୁକୁଳା ଡ୍ରେନ୍ – ୫ ବର୍ଷରେ ଗଲାଣି ୫ ଜୀବନ ତଥାପି ବିଏମସି ନୀରବ
# ରାୟଗଡ଼ା ବିଷମକଟକରେ ପୁଣି ଜଣେ ନାବାଳିକା ବଳାତ୍କାର – ଦୁଇ ନାବାଳକ ଅଟକ
# ଓଡ଼ିଶା ପ୍ରଶାସନିକ ସେବା ସ୍ତରରେ ଅଦଳବଦଳ – ୪୮ଜଣ ବରିଷ୍ଠ ଓଏଏସ ଅଫିସରଙ୍କ ବିଭାଗ ବଦଳି
# ପଦ ଓ ଗୋପନୀୟତାର ଶପଥ ପାଠ କଲେ ପାଟକୁରାର ନବ ନିର୍ବାଚିତ ବିଧାୟିକା ସାବିତ୍ରୀ ଅଗ୍ରଓ୍ଵାଲ
# ୪ ହଜାର କମ୍ପ୍ୟୁଟର ଶିକ୍ଷକ ଛଟେଇ ହେବା ଫଳରେ ହଜାର ହଜାର ଛାତ୍ରଛାତ୍ରୀ କମ୍ପ୍ୟୁଟର ଶିକ୍ଷାରୁ ବଞ୍ଚିତ ହୋଇଥିବା କହିଛନ୍ତି – ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ
ଜାତୀୟ
# ଲୋକସଭାର ସମସ୍ତ ମହିଳା ସାଂସଦ ଆଜମ ଖାନ୍ଙ୍କ ବୟାନକୁ କଡ଼ା ଭାଷାରେ ସମାଲୋଚନା କରି ସେ କ୍ଷମା ମାଗନ୍ତୁ ବୋଲି ଦାବି
# ଚତୁର୍ଥ ଥର ପାଇଁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଏସ୍ ୟେଦ୍ଦୁରପ୍ପା
# କର୍ଣ୍ଣାଟକର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ୟେଦିୟୁରପ୍ପାଙ୍କ ନିର୍ଦ୍ଦେଶ – କୁମାରସ୍ଵାମୀ ସରକାର ସମୟରେ ଆରମ୍ଭ ହୋଇଥିବା ନୂତନ ପ୍ରକଳ୍ପକୁ ପରବର୍ତ୍ତୀ ସମୀକ୍ଷା ପର୍ୟ୍ୟନ୍ତ ସ୍ଥଗିତ ରଖ
# କର୍ଣ୍ଣାଟକର ଚାଷୀଙ୍କୁ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ବ୍ୟତୀତ ବର୍ଷକୁ ଚାଷୀଙ୍କୁ ୪ ହଜାର ଟଙ୍କା ମିଳିବ – ମୁଖ୍ୟମନ୍ତ୍ରୀ ବି ଏସ୍ ୟେଦ୍ଦୁରପ୍ପା
# ଆତଙ୍କବାଦୀ ବିରୋଧୀ ଆଇନରେ ସଂଶୋଧନ ବିଧେୟକ ଲାଗୁ ହେବା ପରେ ଏହାର ପ୍ରଥମ ଦୁଇ ଶିକାର ହେବେ ହାଫିଜ ସଇଦ ଏବଂ ମସୁଦ ଆଜହର – ଗୃହ ମନ୍ତ୍ରାଳୟ
# ବନ୍ଦେ ମାତରମ୍କୁ ରାଷ୍ଟ୍ରଗୀତ ମାନ୍ୟତା ଦେବା ନେଇ ଆବେଦନ କରାଯାଇଥିବା ଯାଚିକାକୁ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ
# କାର୍ଗିଲ ବିଜୟ ଦିବସ ୨୦ବର୍ଷ ପୂରଣ ହେବା ଉପଲକ୍ଷେ ପୁଣି ଥରେ ପାକିସ୍ତାନକୁ ଚେତାବନୀ ଦେଇଛନ୍ତି ସେନା ମୁଖ୍ୟ ଜେନେରାଲ ବିପିନ ରାୱତ
# କେନ୍ଦ୍ର ସରକାରଙ୍କ ପବ୍ଲିକ୍ ଆକାଉଣ୍ଟସ୍ କମିଟି, ଅନୁସୂଚିତ ଜାତି ଓ ଜନଜାତି ଏବଂ ଅଣ୍ଡରଷ୍ଟାଣ୍ଡିଂ କମିଟିରେ ସ୍ଥାନ ପାଇଲେ ତିନି ଓଡ଼ିଆ ସାଂସଦ
# ପବ୍ଲିକ୍ ଆକାଉଣ୍ଟସ୍ କମିଟିରେ ସଦସ୍ୟ ରହିଲେ କଟକର ବିଜେଡ଼ି ସାଂସଦ ଭର୍ତ୍ତୃହରି ମହତାବ
# ଅନୁସୂଚିତ ଜାତି ଓ ଜନଜାତି ମୟୁରଭଞ୍ଜ ବିଜେପି ସାଂସଦ ବିଶେଶ୍ୱର ଟୁଡୁ ସଦସ୍ୟ
# ପବ୍ଲିକ୍ ଅଣ୍ଡରଷ୍ଟାଣ୍ଡିଂ କମିଟିରେ ବିଜେଡ଼ି ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ
# ଲୋକସଭା ବାଚସ୍ପତି ଓମ ବିର୍ଲା କହିଛନ୍ତି – ସଂସଦ ବ୍ରିଟିଶ କାଳର ଆଇନ କାନୁନକୁ ପରିବର୍ତ୍ତନ କରୁ
# ମୁମ୍ବାଇ ବାଇକୁଲା ଷ୍ଟେସନର ପୁରୁଣା ନିର୍ମାଣ ଶୈଳୀ ଫେରାଇ ଅଣାଯିବାକୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି
# ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ୧୦ ଘଣ୍ଟା ଜେରାପରେ ସିବିଆଇ ଅଦାଲତରେ ହାଜର ହେଲେ ହରିଆନାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ସିଂହ ହୁଡଡା
# ଦେଶର ପ୍ରାୟ ୨୦-୨୫ଟି ଏୟାରପୋର୍ଟର ଘରୋଇକରଣ କରିବେ କେନ୍ଦ୍ର ସରକାର
# ଗତବର୍ଷ କେରଳ ବନ୍ୟାରେ ଉଦ୍ଧାର କାର୍ୟ୍ୟରେ ନିୟୋଜିତ ହୋଇଥିବା ଭାରତୀୟ ବାୟୁସେନା କେରଳ ସରକାରଙ୍କ ନିକଟକୁ ପଠାଇଲେ ୧୧୩.୬୯ କୋଟି ଟଙ୍କାର ବିଲ୍
ଆନ୍ତର୍ଜାତିକ
# ଖବର ଶୁଣି ଲୋକେ ହସିଲେ – ଚୀନ ବଳରେ ବଳିଆନ ହୋଇ ଆସନ୍ତା ୨୦୨୨ ସୁଦ୍ଧା ମହାକାଶକୁ ମଣିଷ ପଠେଇବାକୁ ଯୋଜନା କରିଛି ପାକିସ୍ତାନ
# ଇରାନ ଦ୍ୱାରା ଜବତ ବ୍ରିଟିଶ ଜାହାଜରେ ଥିବା ୧୮ ଜଣ ଭାରତୀୟଙ୍କୁ ମିଳିଲା ଦୂତାବାସ ସହାୟତା



