www.samajalive.in
Thursday, December 11, 2025
26.1 C
Bhubaneswar

ସକାଳ ୭ଟା – ମୁଖ୍ୟ ସମ୍ବାଦ

ବଡ ଖବର
# ଭୁବନେଶ୍ୱର ସଂସ୍କୃତି ବିଭାଗ ଅଧୀନସ୍ଥ ରବିନ୍ଦ୍ରମଣ୍ଡପ, ଭଞ୍ଜକଳାମଣ୍ଡପ ଓ ଉତ୍କଳମଣ୍ଡପ ରିଜର୍ଭେସନ୍‌ ପାଇଁ ଖୁବଶ୍ରୀଘ୍ର ଆରମ୍ଭ ହେବ ଅନଲାଇନ
# ଓଡ଼ିଶା ପ୍ରଶାସନିକ ସେବା ସ୍ତରରେ ଅଦଳବଦଳ – ୪୮ଜଣ ବରିଷ୍ଠ ଓଏଏସ ଅଫିସରଙ୍କ ବିଭାଗ ବଦଳି
# ସ୍ୱାସ୍ଥ୍ୟ ବିଭାଗ ଡ୍ରଗ୍ସ କଣ୍ଟ୍ରୋଲ ଶାଖା ପକ୍ଷରୁ କଳିଙ୍ଗ ହସ୍ପିଟାଲରେ ଚଢାଉ – ନିମ୍ନମାନର ଔଷଧ ଜବତ
# ପଦ ଓ ଗୋପନୀୟତାର ଶପଥ ପାଠ କଲେ ପାଟକୁରାର ନବ ନିର୍ବାଚିତ ବିଧାୟିକା ସାବିତ୍ରୀ ଅଗ୍ରଓ୍ଵାଲ

ଆଞ୍ଚଳିକ
# ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ମାଲକାନଗିରି ଜିଲ୍ଲା ସଦର ମହକୁମା ଥାନାର ୩ ପୁଲିସ୍‌ ଅଧିକାରୀ ଆଇଆଇସି ରଞ୍ଜନ ସାହୁ, ଏସ୍‌ଆଇ ମାନସ ରଞ୍ଜନ ଓ ସୁନୀଲ କୁମାର, ରଞ୍ଜନ ସାହୁକୁ ସସ୍‌ପେଣ୍ଡ କଲେ ପୁଲିସ ଡିଜି
# କଟକରେ ୩ ଜଣଙ୍କୁ ହତ୍ୟା ପରେ କମିଶନରେଟ୍ ପୁଲିସ୍‌ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଜାରି, ହତ୍ୟାକାରୀକୁ ଧରିବା ଲାଗି ପାଟ୍ରୋଲିଂ ବ୍ୟବସ୍ଥା ଜୋରଦାର
# ମନସୁନ୍ ଟ୍ରଫ୍‌ ଲାଇନ୍ ପ୍ରଭାବରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ଅନୁଗୁଳ ଏବଂ ସମ୍ବଲପୁରରେ ପ୍ରବଳ ବର୍ଷା ସମ୍ଭାବନା
# ବାଲେଶ୍ୱର ବାଲିଆପାଳ ଥାନା ଅନ୍ତର୍ଗତ ଇଡ୍‌କୋ ଛକ ନିକଟସ୍ଥ ଢାବାରୁ ଝୁଲନ୍ତା ଅବସ୍ଥାରେ ନାବାଳକ ମୃତଦେହ ଉଦ୍ଧାର, ବିଚ୍ ରାସ୍ତାରେ ଥାନା ଅଧିକାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଲୋକେ
# ବିଧାନସଭାରେ ଶିଳ୍ପମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଉତ୍ତର – କଳାହାଣ୍ଡିରେ ଏମଏସଏମଇ ପାର୍କ ନିର୍ମାଣ ଓ ଧାମରାରେ ୭ଟି ବୃହତ ଶିଳ୍ପ ପ୍ରତିଷ୍ଠା ପାଇଁ ସରକାରୀ ଅନୁମୋଦନ ମିଳିଛି।
# ବିଧାନସଭାରେ ଶିଳ୍ପମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର କହିଛନ୍ତି – ଧାମରାରେ ଲ୍ୟାଣ୍ଡ୍‌ ବ୍ୟାଙ୍କ ପ୍ରତିଷ୍ଠା ହୋଇଛି
# ବିଦ୍ୟାଳୟରେ କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତି ପ୍ରସଙ୍ଗ ନେଇ ବିଧାନସଭାରେ ଚର୍ଚ୍ଚା, କାହିଁକି ଛଟେଇ କଲ ବୋଲି ପଚାରିଲେ ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ
# ଆରମ୍ଭ ହେଲା ନବନିଯୁକ୍ତ ଏଏସଓଙ୍କ ପ୍ରଶିକ୍ଷଣ ଶିବିର – ୫୦୦ ଜଣଙ୍କୁ ମୁଖ୍ୟମନ୍ତ୍ରୀ ବାଣ୍ଟିଲେ ନିଯୁକ୍ତି ପତ୍ର
# ୮ ବର୍ଷ ପରେ ପୁଣି ଥରେ ଆରମ୍ଭ ହେଲା ସମ୍ବଲପୁର ଜୟଶ୍ରୀ ନିଖୋଜ ମାମଲା, ଅଭିଯୁକ୍ତ ବସନ୍ତ ପଣ୍ଡା ଗିରଫ
# ଅନୁଗୋଳର ଜଣେ ନାବାଳିକା ଦୁଷ୍କର୍ମକାରୀ ଅନାମ ଦେହୁରୀକୁ ଫାଶୀ ଦଣ୍ଡାଦେଶ ଶୁଣାଇଲେ ଅନୁଗୋଳ ‘ପକ୍ସୋ’ କୋର୍ଟ ବିଚାରପତି ସୁରେଶ ଚନ୍ଦ୍ର ପ୍ରଧାନ
# ଆରମ୍ଭ ହେଲା ରଥ ଭଙ୍ଗା କାର୍ଯ୍ୟ -୧୨ ଦିନରେ ସରିବ କାମ
# ମଧ୍ୟାହ୍ନ ଭୋଜନ ଖାଇ କେନାଲ୍‌ରେ ହାତ ଧୋଇବା ବେଳେ ଗୋଡ଼ ଖସିଯାଇ ବାଲେଶ୍ୱର ଜିଲ୍ଲା ଖଇରା ଥାନା ରଟିଣା ହାଇସ୍କୁଲ ଦୁଇ ଛାତ୍ର ଧନଞ୍ଜୟ ଜେନା ଓ ରାଜେଶ ସାହୁ ମୃତ
# ବର୍ଷାରେ ଉବୁଟୁବୁ ପୁରୀ ସହର, ବଡ଼ଦାଣ୍ଡରେ କୃତ୍ରିମ ବନ୍ୟା ପରିସ୍ଥିତି
# ଦୁଇ ଦିନରେ ବର୍ଷା ନହେଲେ ସ୍ଥିତି ଗମ୍ଭୀର ହେବ – ରାଜସ୍ଵ ମନ୍ତ୍ରୀ ସୁଦାମ ମାରାଣ୍ଡି।
# ବିଗତ ୭ ମାସରେ ନିଶା କାରବାରରେ ୫୫୦ ଜଣ ଗିରଫ – କ୍ରାଇମବ୍ରାଂଚ ଏସଟିଏଫ ଏସପି ରାହୁଲ ପିଆର
# ମଦଦୋକାନୀଙ୍କୁ ପୁରସ୍କାର ପାଇଁ ବିଧାନସଭା ଷ୍ଟାଣ୍ଡିଂ କମିଟି ପ୍ରସ୍ତାବକୁ ବିରୋଧ କରି ଭୁବନେଶ୍ୱରରେ ମଦମୁକ୍ତି ଯୁବବାହିନୀର ବିକ୍ଷୋଭ ପ୍ରଦର୍ଶନ
# ତାଳଚେର ଭରତପୁର କୋଇଲା ଖଣି ଦୁର୍ଘଟଣା – ମୃତକଙ୍କ ପରିବାର ପ୍ରତି ୫ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
# ଖୋର୍ଦ୍ଧା ଟାଙ୍ଗୀ ଥାନା ଲକ୍ଷ୍ମୀଧରପୁରରେ ଦମ୍ପତ୍ତିଙ୍କୁ ବନ୍ଧୁକ ଦେଖାଇ ଡାକ୍ତରଙ୍କ ଘରୁ ଚୋରି ଅଭିଯୋଗ
# କଳାହାଣ୍ଡି ଉର୍ଲାଦାନି ଅଞ୍ଚଳରେ ମାଓ ପୋଷ୍ଟର – ଜଳ ,ଜମି ଓ ଜଙ୍ଗଲ ଅଧିକାର ପାଇଁ ଏକଜୁଟ ହେବାକୁ ନିର୍ଦ୍ଦେଶ
# ସ୍ମାର୍ଟ ସିଟି ଭୁବନେଶ୍ୱରର ମୁକୁଳା ଡ୍ରେନ୍‌ – ୫ ବର୍ଷରେ ଗଲାଣି ୫ ଜୀବନ ତଥାପି ବିଏମସି ନୀରବ

ଜାତୀୟ
# ବିହାରର ମହିଳା ସାଂସଦ ରମା ଦେବୀଙ୍କୁ ଅଭଦ୍ରୋଚିତ ଢଙ୍ଗରେ ଇଙ୍ଗିତ କରିଥିବାରୁ ସମାଜବାଦୀ ପାର୍ଟି ସାଂସଦ ଆଜମ ଖାନ୍‌ଙ୍କୁ କେନ୍ଦ୍ର କରି ଲୋକସଭାରେ ହଙ୍ଗାମ
# ଲୋକସଭାର ସମସ୍ତ ମହିଳା ସାଂସଦ ଆଜମ ଖାନ୍‌ଙ୍କ ବୟାନକୁ କଡ଼ା ଭାଷାରେ ସମାଲୋଚନା କରି ସେ କ୍ଷମା ମାଗନ୍ତୁ ବୋଲି ଦାବି
# ଚତୁର୍ଥ ଥର ପାଇଁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଏସ୍‌ ୟେଦ୍ଦୁରପ୍ପା
# କର୍ଣ୍ଣାଟକର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ୟେଦିୟୁରପ୍ପାଙ୍କ ନିର୍ଦ୍ଦେଶ – କୁମାରସ୍ଵାମୀ ସରକାର ସମୟରେ ଆରମ୍ଭ ହୋଇଥିବା ନୂତନ ପ୍ରକଳ୍ପକୁ ପରବର୍ତ୍ତୀ ସମୀକ୍ଷା ପର୍ୟ୍ୟନ୍ତ ସ୍ଥଗିତ ରଖ
# ନିର୍ବାଚନ ଲଢିବା ପାଇଁ ଆର୍ଥିକ ସାହାଯ୍ୟ ଯୋଗାଇବାକୁ ପ୍ରଧାନମନ୍ତ୍ରୀଙ୍କ ଠାରେ ଦାବି କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ
# ଆତଙ୍କବାଦୀ ବିରୋଧୀ ଆଇନରେ ସଂଶୋଧନ ବିଧେୟକ ଲାଗୁ ହେବା ପରେ ଏହାର ପ୍ରଥମ ଦୁଇ ଶିକାର ହେବେ ହାଫିଜ ସଇଦ ଏବଂ ମସୁଦ ଆଜହର – ଗୃହ ମନ୍ତ୍ରାଳୟ
# ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଜୁଲାଇ ୩୧ରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ଟେରିଟୋରିଆଲ ଆର୍ମିର ପାରାସୁଟ ରେଜିମେଣ୍ଟରେ ମୁତୟନ ହେବେ
# ବନ୍ଦେ ମାତରମ୍‌କୁ ରାଷ୍ଟ୍ରଗୀତ ମାନ୍ୟତା ଦେବା ନେଇ ଆବେଦନ କରାଯାଇଥିବା ଯାଚିକାକୁ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ
# ସେନା ମୁଖ୍ୟ ଜେନେରାଲ ବିପିନ ରାୱତ କହିଛନ୍ତି – ଜାମ୍ମୁ କାଶ୍ମୀର କେବଳ ଭାରତର, ପାକିସ୍ତାନର କବଜାରେ ଥିବା ପିଓକେ, ଅକ୍ସାଇ ଚୀନ ନିୟନ୍ତ୍ରଣରେ ଥିବାରୁ ଏହା ଉପରେ ରାଜନୈତିକ ନେତୃତ୍ୱର ଖୁବଶୀଘ୍ର ନିଷ୍ପତି ହେବା ଆବଶ୍ୟକ
# କେନ୍ଦ୍ର ସରକାରଙ୍କ ପବ୍ଲିକ୍‌ ଆକାଉଣ୍ଟସ୍‌ କମିଟି, ଅନୁସୂଚିତ ଜାତି ଓ ଜନଜାତି ଏବଂ ଅଣ୍ଡରଷ୍ଟାଣ୍ଡିଂ କମିଟିରେ ସ୍ଥାନ ପାଇଲେ ତିନି ଓଡ଼ିଆ ସାଂସଦ
# ପବ୍ଲିକ୍‌ ଆକାଉଣ୍ଟସ୍‌ କମିଟିରେ ସଦସ୍ୟ ରହିଲେ କଟକର ବିଜେଡ଼ି ସାଂସଦ ଭର୍ତ୍ତୃହରି ମହତାବ
# ଅନୁସୂଚିତ ଜାତି ଓ ଜନଜାତି ମୟୁରଭଞ୍ଜ ବିଜେପି ସାଂସଦ ବିଶେଶ୍ୱର ଟୁଡୁ ସଦସ୍ୟ
# ଭାରତୀୟ ନୌସେନା ମୁଖ୍ୟ ଆଡମିରଲ କରମବୀର ସିଂହ କହିଛନ୍ତି – ଏବେ ଭାରତୀୟ ସେନାକୁ ଚୀନକୁ ଜବାବ ଦେବାର ସମୟ ଆସିଛି
# ଲୋକସଭା ବାଚସ୍ପତି ଓମ ବିର୍ଲା କହିଛନ୍ତି – ସଂସଦ ବ୍ରିଟିଶ କାଳର ଆଇନ କାନୁନକୁ ପରିବର୍ତ୍ତନ କରୁ
# ବ୍ୟାଚଲର ଅଫ ଏଜୁକେସନ (ବି.ଏଡ଼) ପାଠ୍ୟକ୍ରମର ଅବଧି ହେଲା ୪ ବର୍ଷ, ଯୁକ୍ତ ଦୁଇ ପରେ ଏହି ୪ ବର୍ଷୀୟା ଇନଟିଗ୍ରେଟେଡ଼ ବି.ଏଡ଼ କୋର୍ସ କରିହେବ
# ମୁମ୍ବାଇ ବାଇକୁଲା ଷ୍ଟେସନର ପୁରୁଣା ନିର୍ମାଣ ଶୈଳୀ ଫେରାଇ ଅଣାଯିବାକୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି
# ୨୦୦୨ ଅକ୍ଷରଧାମ ମନ୍ଦିର ଆତଙ୍କବାଦୀ ଆକ୍ରମଣରେ ସଂପୃକ୍ତ ଲକ୍ସର-ଇ-ତୋଇବା ଆତଙ୍କବାଦୀ ୟସଲ ଗୁଲାମ ମୈୟୁଦ୍ଦିନ ବଟ୍‌ ଗିରଫ
# ଦେଶର ପ୍ରାୟ ୨୦-୨୫ଟି ଏୟାରପୋର୍ଟର ଘରୋଇକରଣ କରିବେ କେନ୍ଦ୍ର ସରକାର
# ଗତବର୍ଷ କେରଳ ବନ୍ୟାରେ ଉଦ୍ଧାର କାର୍ୟ୍ୟରେ ନିୟୋଜିତ ହୋଇଥିବା ଭାରତୀୟ ବାୟୁସେନା କେରଳ ସରକାରଙ୍କ ନିକଟକୁ ପଠାଇଲେ ୧୧୩.୬୯ କୋଟି ଟଙ୍କାର ବିଲ୍‌

- Advertisement -

ଆନ୍ତର୍ଜାତିକ
# ଖବର ଶୁଣି ଲୋକେ ହସିଲେ – ଚୀନ ବଳରେ ବଳିଆନ ହୋଇ ଆସନ୍ତା ୨୦୨୨ ସୁଦ୍ଧା ମହାକାଶକୁ ମଣିଷ ପଠେଇବାକୁ ଯୋଜନା କରିଛି ପାକିସ୍ତାନ
# ଇରାନ ଦ୍ୱାରା ଜବତ ବ୍ରିଟିଶ ଜାହାଜରେ ଥିବା ୧୮ ଜଣ ଭାରତୀୟଙ୍କୁ ମିଳିଲା ଦୂତାବାସ ସହାୟତା

Hot this week

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

ପ୍ରଦୂଷଣମୁକ୍ତ ପରିବେଶ ଗଠନରେ ପ୍ରଶାସନ ଅପାରଗ, ଲୋକେ ଅତିଷ୍ଠ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସିରେ ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶର ପରିକଳ୍ପନା ଦୂରେଇ...

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

ଆମେରିକା, କୋରିଆ, ଜାପାନ… ସମସ୍ତଙ୍କୁ ପଛରେ ପକାଇ, ରେଳବାଇରେ ଭାରତ କିପରି ସଫଳ ହେଲା ?

ନୂଆଦିଲ୍ଲୀ: ଗତ ୭୫ ବର୍ଷ ମଧ୍ୟରେ ଭାରତ ରେଳ ବିଦ୍ୟୁତୀକରଣରେ ଉଲ୍ଲେଖନୀୟ...

ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲା: ଷଡ଼ଯନ୍ତ୍ରକାରୀ ଉମର ଖଲିଦକୁ ଅନ୍ତରୀଣ ଜାମିନ

ସମାଜଲାଇଭ ଡେସ୍କ: ୨୦୨୦ ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲାର ଅଭିଯୁକ୍ତ...

Related Articles

Popular Categories