www.samajalive.in
Wednesday, December 10, 2025
16.1 C
Bhubaneswar

ମୁଖ୍ୟ ସମ୍ବାଦ – ସନ୍ଧ୍ୟା ୬ଟା

ବଡ ଖବର
# ବାଲେଶ୍ୱରରୁ ନିଖୋଜ ତିନି ଛାତ୍ରଙ୍କ ପତ୍ତା ମିଳିଲା, ସ୍କୁଲ ନୁହେଁ ଦିଘା ବୁଲିବାକୁ ଯାଇଥିଲେ
# ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ‘ବିକ୍ରମ’କୁ ଠାବ କରିବାରେ ସଫଳ ହେଲା ଚନ୍ଦ୍ର କକ୍ଷପଥରେ ଥିବା ଅର୍ବିଟର
# ଆସାମ ଏବଂ ହିମାଚଳ ପ୍ରଦେଶରେ ୩.୩ ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ

ଆଞ୍ଚଳିକ
# ବାଲେଶ୍ୱରରୁ ନିଖୋଜ ତିନି ଛାତ୍ରଙ୍କ ପତ୍ତା ମିଳିଲା, ସ୍କୁଲ ନୁହେଁ ଦିଘା ବୁଲିବାକୁ ଯାଇଥିଲେ
# ପୁରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ଵରୁ ୭୫ ମିଟର ପରିଧି ମଧ୍ୟରେ ଚାଲିଥିବା ଉଚ୍ଛେଦ ଅଭିଯାନରେ ଆଜି ବଡ଼ ଆଖଡ଼ା ମଠ ଉଚ୍ଛେଦ କାର୍ଯ୍ୟ ଆରମ୍ଭ
# ଆଜି ବଡ଼ ଆଖଡ଼ା ମଠ ପରିସରରେ ଥିବା ୩୭ଟି ଦୋକାନ ଘର ଭଙ୍ଗାଯାଉଛି, ମାଜିଷ୍ଟ୍ରେଟଙ୍କ ସମେତ ୩୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ
# କେନ୍ଦୁଝର ଜିଲା ଘଟଗାଁ ଥାନା ଅନ୍ତର୍ଗତ ପଲ୍ଲାଣଘାଟି ପଞ୍ଚାୟତର ଗୋଧିରାମପଡା ଗ୍ରାମରେ ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧ ଦମ୍ପତିଙ୍କୁ ଟାଙ୍ଗିଆରେ ହାଣି ହତ୍ୟା
# ବେଆଇନ ପାର୍କିଂ କରି ୫୦୦ ଟଙ୍କା ଜରିମାନା ଗଣିଲେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନରାୟଣ ଜେନା
# ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ – କଳାହାଣ୍ଡି ଜିଲା ଟେକରତଲା ଗାଁରେ ଦୋଳରେ ବୁହା ହେଲେ ରୋଗୀ
# ରାଉରକେଲା କୁଆଁରମୁଣ୍ଡା ଥାନା ରିଉଗାଁରେ ଜଣେ ବ୍ୟକ୍ତି ଓ ମହିଳାଙ୍କ ମୃତଦେହ ଉଦ୍ଧାର
# ରାୟଗଡା ଜିଲା କାଶୀପୁର ବ୍ଲକ ଅନ୍ତର୍ଗତ କୁଲେରମସ୍କା ଗ୍ରାମରେ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ
# କଳାହାଣ୍ଡିରେ ଆଜି ନୂଆଖାଇ, ମା’ ମାଣିକେଶ୍ବରୀଙ୍କ ମନ୍ଦିରରେ ଲାଗିଲା ନବାନ୍ନ
# ଜଗତସିଂହପୁର ଜିଲା ପାଟେଣି ଗ୍ରାମରେ ପୋଖରୀ ତୁଠରେ ବୁଡ଼ିଯାଇ ୬ ନାବାଳିକା ଗୁରୁତର
# ହୀରାକୁଦର ୧୮ ଗେଟ୍ ଦେଇ ଚାଲିଛି ଜଳ ନିଷ୍କାସନ, ନିଷ୍କାସିତ ହେଉଛି ୩ ଲକ୍ଷ ୧୦ ହଜାର ୯୪୪ ଘନଫୁଟ ଜଳ

- Advertisement -

ଜାତୀୟ
# ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ‘ବିକ୍ରମ’କୁ ଠାବ କରିବାରେ ସଫଳ ହେଲା ଚନ୍ଦ୍ର କକ୍ଷପଥରେ ଥିବା ଅର୍ବିଟର
# ପ୍ରଖ୍ୟାତ ଆଇନଜୀବୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମ ଜେଠମାଲାନୀଙ୍କ ୯୫ ବର୍ଷ ବୟସରେ ଦିଲ୍ଲୀସ୍ଥିତ ବାସଭବନରେ ପରଲୋକ ଘଟିଛି
# ଲ୍ୟାଣ୍ଡର ‘ବିକ୍ରମ’ର ସ୍ଥିତି ଜାଣିବାକୁ ୩ ଦିନ ସମୟ ଲାଗିବ ବୋଲି କହିଛନ୍ତି ଇସ୍ରୋ ଅଧ୍ୟକ୍ଷ କେ. ଶିବନ
# ଆଗାମୀ ୧୪ ଦିନ ପର୍ୟ୍ୟନ୍ତ ଲ୍ୟାଣ୍ଡର ସହିତ ସମ୍ପର୍କ ସ୍ଥାପନ କରିବାକୁ ଲଗାତାର ଉଦ୍ୟମ ଜାରି ରହିବ କହିଲେ ଇସ୍ରୋ ଟିମ୍‌
# ଆସାମ ଏବଂ ହିମାଚଳ ପ୍ରଦେଶରେ ୩.୩ ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ
# ତେଲେଙ୍ଗାନା ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ତାମିଲନାଡୁ ବିଜେପି ମୁଖ୍ୟ ତାମିଲସାଇ ସୌନ୍ଦରାରାଜନ

ଅନ୍ତର୍ଜାତୀୟ
# ଆଫଗାନିସ୍ତାନ ଏବଂ ତାଲିବାନ ସହିତ ଶାନ୍ତି ଆଲୋଚନା କରିବାକୁ ନେଇଥିବା ନିଷ୍ପତ୍ତି ରଦ୍ଦ କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ
# ଜାପାନ ସହ ମିଶି ଇସ୍ରୋର ଆଉ ଏକ ’ମୁନ୍‌ ମିଶନ’ ପ୍ରସ୍ତୁତି – ଚନ୍ଦ୍ରର ମେରୁ ଅଞ୍ଚଳରୁ ଆଣିବ ନମୁନା

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories