www.samajalive.in
Wednesday, December 10, 2025
26.1 C
Bhubaneswar

ସକାଳ ୫ଟା – ମୁଖ୍ୟ ଖବର

ବଡଖବର

# ଟେରିଟୋରିଆଲ୍ ଆର୍ମିର ୧୦୬ ପାରା ରେଜିମେଣ୍ଟ ବାଟାଲିୟନରେ ଆସନ୍ତା ୩୧ରେ ଯୋଗ ଦେବେ କ୍ରିକେଟର ମହେନ୍ଦ୍ର ସିଂହ ଧୋନି

# ଲୋକସଭାରେ ଗୃହୀତ ହେଲା ତିନି ତଲାକ ବିଲ୍, ସପକ୍ଷରେ ୩୦୩ ଓ ବିପକ୍ଷରେ ପଡିଲା ୮୨ ଭୋଟ୍

# ମିଥ୍ୟା ପ୍ରମାଣିତ ହେଲା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ଜଣେ ମହିଳା ଆଣିଥିବା ଅଭିଯୋଗ , ମାମଲା ବନ୍ଦ କଲା କଟକ ପୁଲିସ
# ପ୍ରକାଶ ପାଇଲା ସ୍ୱତନ୍ତ୍ର ଓଜେଇଇ ପରୀକ୍ଷା ଫଳ, ୧୪୬୨୭ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୪୬୨୨ଙ୍କୁ ମିଳିଛି ର‌୍ୟାଙ୍କ

ଆଞ୍ଚଳିକ
# ମିଥ୍ୟା ପ୍ରମାଣିତ ହେଲା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ଜଣେ ମହିଳା ଆଣିଥିବା ଅଭିଯୋଗ , ମାମଲା ବନ୍ଦ କଲା କଟକ ପୁଲିସ
# ଭୁଶୁଡ଼ିଲା ୧୯୮୯ ମସିହାରେ ନିର୍ମିତ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାବେରୀ ଛାତ୍ରୀ ନିବାସ – କାହାରି କିଛି କ୍ଷତି ହୋଇ ନ ଥିବା ସୂଚନା
# ଭୁବନେଶ୍ୱର ଜୟଦେବ ବିହାର ଅଞ୍ଚଳରେ ଡ୍ରେନରେ ଭାସିଯାଇ ଟି.ଆକାମା ନାମକ ବୃଦ୍ଧାଙ୍କ ମୃତ୍ୟୁ
# କଟକରେ ୨୪ ଘଣ୍ଟା ମଧ୍ୟରେ ୩ ନିରାଶ୍ରୟଙ୍କୁ ହତ୍ୟା – ଷ୍ଟୋନ ମ୍ୟାନ, ସାଇକୋ କିଲର ନା ପାଉଡର ପାର୍ଟି – ପୁଲିସର ତନାଘନା ଜାରି
# ଦାଦନ ପ୍ରସଙ୍ଗକୁ ନେଇ ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ
# ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ, ନୟାଗଡ଼ ଟାଉନ ଷ୍ଟେସନ ଠାରୁ ମହିପୁର ଷ୍ଟେସନ ପର୍ଯ୍ୟନ୍ତ ୧୨ କିଲୋମିଟର ନବନିର୍ମିତ ରେଳ ଲାଇନ ଉପରେ ପରୀକ୍ଷାମୂଳକ ଭାବେ ଗଡ଼ିଲା ଟ୍ରେନ୍
# କଳାହାଣ୍ଡି ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ ବ୍ୟକ୍ତିକୁ ବଞ୍ଚାଇବାକୁ ଶବାଗାର ଭିତରେ ଝଡ଼ାଫୁଙ୍କା ଅଭିଯୋଗ
# ପାଟକୁରା ଫଳାଫଳ ନେଇ ନବୀନ ନିବାସରେ ବିଜେଡିର ବରିଷ୍ଠ ନେତାଙ୍କ ସହ ଆଲୋଚନା କଲେ ଦଳ ସଭାପତି ନବୀନ ପଟ୍ଟନାୟକ
# ପାରାଦୀପରେ ଜଳ ସଙ୍କଟ ଉତ୍କଟ, ଦିନକୁ ଥରେ ମାତ୍ର ଦିଆଯିବ ପାଇପ ପାଣି
# ବାଲେଶ୍ୱର କଷାଫଳ ମୁହାଣ ନିକଟରେ ବୁଡିଗଲା ମାଛ ଧରା ଡଙ୍ଗା – ଜଣେ ନିଖୋଜ, ୩ ଉଦ୍ଧାର
# ଆନ୍ତଃରାଜ୍ୟ ନଦୀ ଜଳ ବିବାଦ ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ ଏକକ ନଦୀଜଳ ଟ୍ରିବ୍ୟୁନାଲ୍‌କୁ ବିଜୁ ଜନତା ଦଳର ବିରୋଧ – ନିଷ୍ପତ୍ତି ଏକପାଖିଆ କହିଲେ ବିଜେଡ଼ି ସାଂସଦ ଭର୍ତ୍ତୃହରି ମହତାବ
# ସ୍ୱତନ୍ତ୍ର ଓଜେଇଇ ପରୀକ୍ଷାରେ ବିଟେକରେ ରବୀନ୍ଦ୍ର ବେହେରା, ଏମବିଏରେ ଚନ୍ଦନ ପାତ୍ର, ଏମସିଏରେ ଅନୀଷ ଅଗ୍ରୱାଲ, ବି ଫାର୍ମାରେ ପ୍ରଦୀପ ସାହୁ ଓ ଏମଫାର୍ମାରେ ବିଶାଳ ସିଂ ଟପ୍ପର
# ରାଜ୍ୟରେ ମୌସୁମୀ ସକ୍ରିୟ – ବାରିପଦାରେ ୭୯.୪, କଟକରେ ୫୬.୮, ସମ୍ବଲପୁରରେ ୫୬, ବାଲେଶ୍ୱରରେ ୪୪ ଓ ଗୋପାଳପୁର ଏବଂ ପୁରୀରେ ୨୬ ମିଲିମିଟର ବର୍ଷା ରେକର୍ଡ
# ଭୁବନେଶ୍ୱର ଖଣ୍ଡଗିରି ହନୁମାନ ମନ୍ଦିର ନିକଟରୁ ଜଣେ ଯୁବକର ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ

ଜାତୀୟ
# ଇସ୍‌ଲାମାବାଦରେ ୪୦ ହଜାର ଆତଙ୍କବାଦୀ ସକ୍ରିୟ ଥିବା ସ୍ୱୀକାର କରିବା ପରେ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଵୀଶ କୁମାର କଲେ ଇମ୍ରାନ୍‌ଙ୍କୁ ସମାଲୋଚନା
# ଗୁଜରାଟ ମହେସାଣା ଜିଲ୍ଲା ଲାଘନଜ ଥାନା ପୁଲିସ କନେଷ୍ଟବଳ ଅର୍ପିତା ଚୌଧୁରୀଙ୍କ ଟିକ୍‌ଟକ୍ ଭିଡିଓ ଭାଇରାଲ, କାର୍ଯ୍ୟରୁ ନିଲମ୍ବନ କଲେ ଏସପି
# ସମାଜବାଦୀ ପାର୍ଟି ସାଂସଦ ଆଜମ ଖାନ୍ଙ୍କ ବାଚସ୍ପତିଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ନେଇ ଲୋକସଭାରେ ହଟ୍ଟଗୋଳ
# ନବନିର୍ବାଚିତ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିଶ ଜନ୍‌ସନଙ୍କ କ୍ୟାବିନେଟ୍‌ରେ ସ୍ଥାନ ପାଇଛନ୍ତି ୩ ଭାରତୀୟ ବଂଶୋଦ୍ଭବ
# ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଭେଲୋର ଜେଲ୍‌ରେ ଆଜୀବନ ସଜା କାଟୁଥିବା ନଳିନୀ ଶ୍ରୀହରନଙ୍କୁ ଝିଅ ବାହାଘର ପାଇଁ ମିଳିଲା ପାରୋଲ
# ଲୋକସଭାରେ ଗୃହୀତ ହେଲା ତିନି ତଲାକ ବିଲ୍, ସପକ୍ଷରେ ୩୦୩ ଓ ବିପକ୍ଷରେ ପଡିଲା ୮୨ ଭୋଟ୍
# ଆଉ କିଛି ମାସ ମଧ୍ୟରେ ଭାରତରେ ଆରମ୍ଭ ହେବ ହ୍ୱାଟ୍ସଆପ ପେମେଣ୍ଟ ସର୍ଭିସ୍
# ଆଉ ଏକ ସଫଳତା – ୨୮ନୂଆ ତାରା ଅନୁସନ୍ଧାନ କଲେ ୨ ଭାରତୀୟ ବୈଜ୍ଞାନିକ
# ରାଜ୍ୟସଭାରେ ଗୃହୀତ ହେଲା ସୂଚନା ଅଧିକାର (ସଂଶୋଧନ) ବିଲ-୨୦୧୯, ସପକ୍ଷରେ ୨୧୮ଟି ଓ ବିପକ୍ଷରେ ପଡିଲା ୭୯ଟି ଭୋଟ
# ପାସପୋର୍ଟ ଜାଲିଆତି ରୋକିବାକୁ ଖୁବଶୀଘ୍ର କେନ୍ଦ୍ର ସରକାର ଆରମ୍ଭ କରିବେ ଇ-ପାସପୋର୍ଟ ବ୍ୟବସ୍ଥା – ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର

- Advertisement -

ଆନ୍ତର୍ଜାତିକ
# ଆଫଗାନିସ୍ତାନ କାବୁଲରେ ସିରିଜ ବୋମା ବିସ୍ଫୋରଣ, ୧୨ ଜଣ ଲୋକ ମୃତ, ୩୦ରୁ ଅଧିକ ଗୁୁରୁତର ଆହତ
# ପାକିସ୍ତାନ ରାଷ୍ଟ୍ରଦୂତଙ୍କ ଖୁଲାସା: ଆମେରିକାକୁ ଖୁସି କରିବାକୁ ଗିରଫ ହୋଇଛି ହାଫିଜ୍‌ ସଇଦ୍‌
# ଜୈବିକ ପିତା କିଏ ସନ୍ଦେହରେ ମାଲେସିଆ କେଲାତନର ପୂର୍ବତନ ରାଜା ସୁଲତାନ ମହମ୍ମଦ ଫିକ୍ଥ ନିଜ ପତ୍ନୀ ତଥା ରୁଷିଆର ପୂର୍ବତନ ସୁନ୍ଦରୀ ଓକସାନା ଭୋଇବୋଦିନାଙ୍କୁ ତଲାକ ଦେଲେ

Hot this week

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

Related Articles

Popular Categories