ବଡ ଖବର
# ହୀରାକୁଦ ଜଳଭଣ୍ଡାରରୁ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
# ଉତ୍ତରପଶ୍ଚିମ ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ ଏବେ ଝାଡ଼ଖଣ୍ଡ ମୁହାଁ, ରାଜ୍ୟର ୫ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
# ହାଇକୋର୍ଟ ନିର୍ଦ୍ଦେଶ ଉଲଂଘନ – ନିଲମ୍ବିତ ହେଲେ ଝାରସୁଗୁଡ଼ା ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ
# ୨୭ ଫେଲ ଛାତ୍ରଙ୍କ ଆତ୍ମହତ୍ୟା ନେଇ ତେଲଙ୍ଗାନା ସରକାରଙ୍କୁ ରିପୋର୍ଟ ତଲବ କଲେ ରାଷ୍ଟ୍ରପତି
# ଆଜି ରାତି ୩ଟାରେ ମୁଣ୍ଡୁଳିଠାରେ ପ୍ରବାହିତ ହେବ ୧୧.୫ ଲକ୍ଷ କ୍ୟୁସେକ୍ ବନ୍ୟାଜଳ
ଆଞ୍ଚଳିକ
# ଲଗାଣ ବର୍ଷାରେ କନ୍ଧମାଳ ଓ କଳାହାଣ୍ଡି ଜିଲା ବାହ୍ୟ ଜଗତରୁ ବିଚ୍ଛିନ୍ନ
# ହୀରାକୁଦ ଜଳଭଣ୍ଡାରରୁ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
# ଉତ୍ତରପଶ୍ଚିମ ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ ଏବେ ଝାଡ଼ଖଣ୍ଡ ମୁହାଁ, ରାଜ୍ୟର ୫ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
# ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ନିକଟସ୍ଥ ଚନ୍ଦନପୁର ବସ୍ତିରେ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର
# ରାଜ୍ୟର ବିଭିନ୍ନ ଅଞ୍ଚଳରେ ବନ୍ୟା, ୯ ମୃତ
# ରାଜ୍ୟର ୭ଟି ଜିଲ୍ଲାର ୧୯ଟି ବ୍ଲକ ଅନ୍ତର୍ଗତ ୧୩୪ଟି ଗାଁ ବନ୍ୟାରେ ପ୍ରଭାବିତ
# ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା
# ରାଜ୍ୟ ସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବ ସ୍ଥାନରେ ପରିବର୍ତ୍ତନ, ଗାନ୍ଧୀ ମାର୍ଗ ବଦଳରେ ପ୍ରଦର୍ଶନୀ ପଡ଼ିଆ
# ଆଜି ରାତି ୩ଟାରେ ମୁଣ୍ଡୁଳିଠାରେ ପ୍ରବାହିତ ହେବ ୧୧.୫ ଲକ୍ଷ କ୍ୟୁସେକ୍ ବନ୍ୟାଜଳ
# ବନ୍ୟାରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକ ହେଲା ବଲାଙ୍ଗିର, ବୌଦ୍ଧ, କଳାହାଣ୍ଡି, ସୁବର୍ଣ୍ଣପୁର, ନୟାଗଡ, ଖୋର୍ଦ୍ଧା, କଟକ, ଅନୁଗୁଳ, ପୁରୀ, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା ଓ ଯାଜପୁର
# ହାଇକୋର୍ଟ ନିର୍ଦ୍ଦେଶ ଉଲଂଘନ – ନିଲମ୍ବିତ ହେଲେ ଝାରସୁଗୁଡ଼ା ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ
# ତଦନ୍ତରେ ଉତ୍କର୍ଷ ପାଇଁ କୋରାପୁଟ ଏସ୍ପି କନ୍ଓ୍ବର ବିଶାଲ ସିଂ ଓ କ୍ରାଇମ୍ବ୍ରାଞ୍ଚ ଏସ୍ପି ମାଡକର ସନ୍ଦୀପ ସମ୍ପତଙ୍କୁ ପୁରସ୍କୃତ କରିବ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ
# ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ହତ୍ୟା ମାମଲାରେ ଅଭିଯୁକ୍ତ ନେତ୍ରାନନ୍ଦ ଦଣ୍ଡସେନାଙ୍କ ଜାମିନ ଖାରଜ କଲେ ହାଇକୋର୍ଟ
ଜାତୀୟ
# ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ସଫଳତାର ସହ ଚନ୍ଦ୍ରଯାନ-୨ ମହାକାଶଯାନ ପୃଥିବୀର କକ୍ଷ ପରିକ୍ରମା କରିବା ପରେ ଚନ୍ଦ୍ର ଅଭିମୁଖେ ଗତି କରିଛି
# ଜାମ୍ମୁ କାଶ୍ମୀରର ପ୍ରତ୍ୟେକ ପଞ୍ଚାୟତରେ ଆସନ୍ତାକାଲି ପାଳନ ହେବ ସ୍ୱାଧୀନତା ଦିବସ
# ଜାମ୍ମୁ କାଶ୍ମୀର ସରକାର ଚଳିତବର୍ଷ ଅକ୍ଟୋବର ୧୨ରେ ଶ୍ରୀନଗରଠାରେ ତିନିଦିନିଆ ବିଶ୍ୱ ନିବେଶକ ସମ୍ମିଳନୀ ଆୟୋଜନ କରିବେ
# ୨୭ ଫେଲ ଛାତ୍ରଙ୍କ ଆତ୍ମହତ୍ୟା ନେଇ ତେଲଙ୍ଗାନା ସରକାରଙ୍କୁ ରିପୋର୍ଟ ତଲବ କଲେ ରାଷ୍ଟ୍ରପତି
# ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ସ୍ପଷ୍ଟ ନୀତି ଯୋଗୁ ଦ୍ଵିତୀୟ ପାଳି ସରକାର ବହୁତ କମ ସମୟ ମଧ୍ୟରେ ମହତ୍ୱପୂର୍ଣ୍ଣ ସଫଳତା ପାଇଛନ୍ତି।
# ଆସନ୍ତାକାଲି ଭାରତ ପାଳିବ ୭୩ତମ ସ୍ୱାଧୀନତା ଦିବସ
# ଜମ୍ମୁ କଶ୍ମୀରରେ ଅଗଷ୍ଟ ୧୫ ପରେ କଟକଟାକୁ ସାମାନ୍ୟ ହାଲୁକା କରି ଦିଆଯିବ କହିଲେ ରାଜ୍ୟପାଳ ସତ୍ୟପାଳ ମଲ୍ଲିକ
# କୁକୁରଙ୍କ ଦୌରାତ୍ମ୍ୟ – ଅବତରଣ କରିପାରିଲାନି ଏୟାର ଇଣ୍ଡିଆ ବିମାନ
# ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇ – ଯେତେବେଳେ କୌଣସି ମାମଲାରେ ରାଜନୈତିକ ହସ୍ତକ୍ଷେପ ନ ପହଞ୍ଚୁଛି, ସେତେବେଳେ ସିବିଆଇ ଭଲ କାମ କରୁଛି
# ଆମେରିକାରେ ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକ୍ରମ, ୪୦ ହଜାର ଟପିଲା ପଞ୍ଜୀକରଣ
# ସ୍ୱାଧୀନତା ଦିବସ ପୂର୍ବରୁ ରଙ୍ଗୀନ ଆଲୋକମାଳାରେ ଝଲସିଲା ସଂସଦ ଭବନ – ସଂସଦର ସ୍ଥାୟୀ ଆଲୋକ ବ୍ୟବସ୍ଥାର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
# ବୁଧବାର ରାତି ୨:୨୧ରେ ପୃଥିବୀର କକ୍ଷପଥ ଛାଡ଼ି ଚନ୍ଦ୍ରଯାନ-୨ ସିଧାସଳଖ ଚନ୍ଦ୍ରକୁ ଯିବା ରାସ୍ତାରେ ପ୍ରବେଶ କଲା
# ଦେଶର ୮ ରାଜ୍ୟରେ ବନ୍ୟା ପରିସ୍ଥିତି ଗମ୍ଭୀର, ଯୁଦ୍ଧକାଳୀନଭିତ୍ତିରେ ଚାଲିଛି ରିଲିଫ ଓ ଉଦ୍ଧାର କାର୍ଯ୍ୟ – ବନ୍ୟା ଜନିତ ମୃତ୍ୟୁ ୯୧, ୪୦ ନିଖୋଜ
# ସ୍ବାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତ ଲାଲକିଲ୍ଲା, ସୁରକ୍ଷା ବନ୍ଦୋବସ୍ତ କଡାକଡି
ଆନ୍ତର୍ଜାତିକ
# ପାକିସ୍ତାନ ପ୍ରତିକ୍ରିୟାଶୀଳ – ଗୁଜରାତର କଚ୍ଛରେ ପାକିସ୍ତାନ ସହ ଲାଗି ରହିଥିବା ଭାରତର ତଟୀୟ ସୀମାକୁ ନେଇ ଆଲର୍ଟ ଜାରି
# ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦାବି, ଚୀନ ସରକାର ହଙ୍ଗକଙ୍ଗ ସୀମାରେ ନିଜର ସେନାକୁ ମୁତୟନ କରୁଛି
# ବଢୁଛି ପାକିସ୍ତାନ ସମସ୍ୟା, ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ଲୋକଙ୍କ ଦାବି – ଆମେ ଭାରତରେ ମିଶିବୁ



