ବଲାଙ୍ଗିର: ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ମାଓବାଦୀ) ବଲାଙ୍ଗିର-ବରଗଡ- ମହାସମୁନ୍ଦ(ବିବିଏମ୍) ଡିଭିଜନର ଏସିଏମ୍ ତଥା ଛତିଶଗଡ଼ କ୍ୟାଡର ମହେଶ ବଲାଙ୍ଗିର ପୁଲିସ ମୁଖ୍ୟାଳୟରେ ଆତ୍ମ ସମର୍ପଣ କରିଛି। ପୁଲିସ ଡିଆଇଜି ହିମାଂଶୁ ଲାଲ, ଏସପି ରିଷିକେଶ ଖିଲାରୀ ତାଙ୍କୁ ମାଓବାଦୀ ଚିନ୍ତାଧାରାରୁ ଦୂରେଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଥିବାରୁ ଫୁଲତୋଡା ଦେଇ ସ୍ଵାଗତ କରିଛନ୍ତି। ବିଭିନ୍ନ ମାଓ ଅପରାଧରେ ସେ ସଂପୃକ୍ତ ଥିଲା। ୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ତା’ଉପରେ ଘୋଷଣା ହୋଇଥିଲା।
Popular Categories



