ହରଭଙ୍ଗା : ସମସ୍ତେ ଛତୁ ଦେଖିଥିବେ। ଛତା ଆକାରର ଛତୁ କିନ୍ତୁ ଅନେକ ଲୋକ ଦେଖିନଥିବେ। ସୋମବାର ସକାଳେ ବାଇଶିପଡା ନିକଟରେ ଜଙ୍ଗଲରୁ ଜଣେ ଯୁବକ ହାତରେ ଗୋଟିଏ ଛତୁ ଧରି ଯାଉଥିଲେ। ମାତ୍ର ଛତୁର ଆକାର ଗୋଟିଏ ଛତା ଭଳି ଦେଖି ରାସ୍ତାରେ ଯାଉଥିବା ହରଭଙ୍ଗା ଆଇ. ଆଇ. ସି ନଳିନୀକାନ୍ତ ଦାସ ଅଟକି ଛତୁକୁ ଦେଖିଥିଲେ। ଛତୁ ଧରି ଫୋଟୋ ଉଠାଇବା ସହିତ ଛତୁର ନାମ ପଚାରିବାରୁ ଖଜୁରୀ ଛତୁ ବୋଲି ଯୁବକ ଜଣଙ୍କ କହିଥିଲେ। ଛତୁଟି ନିକଟସ୍ଥ ଜଙ୍ଗଲରୁ ପାଇଥିବା କହିଥିଲେ।
୬୦ ହଜାରରୁ ବି କମ୍; ଜବରଦସ୍ତ ରେଞ୍ଜ, ଲଞ୍ଚ ହେଲା ସବୁଠାରୁ ଶସ୍ତା ଇଲେକ୍ଟ୍ରିକ୍ ସ୍କୁଟର..



