www.samajalive.in
Friday, December 5, 2025
26.1 C
Bhubaneswar

ଅବକାରୀ ବିଭାଗର ଚଢଉ; ଦେଶୀ ଓ ବିଦେଶୀ ମଦ ଜବତ

ହରଭଙ୍ଗା: ବୌଦ୍ଧ ଜିଲା ହରଭଙ୍ଗା ଥାନା ମହାଲ୍ଲିକପଡା ଗ୍ରାମରେ ସୋମବାର ହରଭଙ୍ଗା ଅବକାରୀ ବିଭାଗ ଚଢଉ କରି ଦେଶୀ ଓ ବିଦେଶୀ ମଦ ଜବତ କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ ଗତକାଲି ସକାଳେ ହରଭଙ୍ଗା ଅବକାରୀ ମହାଲ୍ଲିକପଡା ଗ୍ରାମର ଅକ୍ଷୟ ରଣାଙ୍କ ଘରେ ଚଢଉ କରି ବିଦେଶୀ ମଦ୧୭ ଲିଟର, ବିୟର ୧୦ଲିଟର ଏବଂ ଦେଶୀ ମଦ ୧୦ଲିଟର ଜବତ କରିବା ସହ ଅକ୍ଷୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ । ଏହି ଚଢଉରେ ହରଭଙ୍ଗା ଅବକାରୀ ଏସ.ଆଇ ସୂର୍ଯ୍ୟକାନ୍ତ ମଲ୍ଲିକ, ଏ.ଏସ.ଆଇ ପବିତ୍ର ଜଗଦେବ, ରାଜକିଶୋର କହଁର, ପଞ୍ଚମୀ ବେହେରା, ସଂଜୟ ସେଠୀ ଉପସ୍ଥିତ ଥିଲେ ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories