ଗୁରୁଡିଝାଟିଆ: କୁମାରପୁର ଓ ଗୋବରା ପଞ୍ଚାୟରେ ଯେଭଳି ୧୮ରୁ ୪୪ ବର୍ଷ ମଧ୍ୟରେ କୌଣସି ନାଗରିକ ଯେପରି ଟୀକାକରଣରୁ ବଂଚିତ ନହେବେ ସେଥିପାଇଁ ଆଜି ଦୁଇ ପଞ୍ଚାୟତର ଅନୁସୁଚିତ ଗାଁ ମାନଙ୍କରେ ପଞ୍ଚିକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନିର୍ଦ୍ଦେଶକ୍ରମେ ବିଜୁ ଯୁବ ଛାତ୍ର ଜନତା ଦଳର କର୍ମକର୍ତ୍ତାମାନେ ନିଜକୁ ସଂଶ୍ଲିଷ୍ଟ କରିଥିଲେ। କୁମାରପୁର ସରପଞ୍ଚ ଦୀପକ ଆଚାର୍ଯ୍ୟ,ଗୋବରା ସରପଞ୍ଚ ପ୍ରଭାତ ଥାଟୋଇ, ସମିତିସଭ୍ୟ ସୁକାନ୍ତ ନାୟକ, ଛାତ୍ର ନେତା ସତ୍ୟପ୍ରିୟ ମହାନ୍ତି, ଅକ୍ଷୟ ସାହୁ, ମିତାଲି ରାଉତ, ଶୁଭେନ୍ଦୁ ବେଉରା ପ୍ରମୁଖ ପଞ୍ଜିକରଣ କାର୍ଯ୍ୟ ଘରଘର ବୁଲି କରିଥିଲେ।
Popular Categories



