www.samajalive.in
Monday, December 8, 2025
13.1 C
Bhubaneswar

କାଳୀ ପୂଜା ହୁଣ୍ଡିର ଟଙ୍କା ଗଣତି

ଗୁଣପୁର: କାଳୀ ପୂଜା ହୁଣ୍ଡିର ଟଙ୍କା ଗଣତି ସହ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଗତକାଲି ରାତ୍ରିରେ ବିସର୍ଜନ ଅନୁଷ୍ଠିତ ହେଇଥିବା ବେଳେ ଆଜି ସନ୍ଧ୍ୟାରେ ଟଙ୍କା ହିସାବ କିତାବ କରିବା ସହ ହୁଣ୍ଡିର ଟଙ୍କା ଗଣନା କରାଯାଇଛି। ପୂଜା କମିଟିର ବିମଳ ମିଶ୍ର, ଟୁକୁରୁ ପାଣିଗ୍ରାହୀ, ବାବୁଲି ଖାଡ଼ଙ୍ଗା, ଦିପୁନ ଗୌଡ, ବିଜୟ ସୁନାମୁଦି, ଶଙ୍କର ସାହୁ, ଲିଟୁ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

Related Articles

Popular Categories