www.samajalive.in
Wednesday, December 10, 2025
18.1 C
Bhubaneswar

ଅଜଗର ସାପ ଉଦ୍ଧାର

ଗୋପାଳପୁର :  ଗୋପାଳପୁର ନାରାୟଣପୁର ସ୍ଥିତ ଶ୍ରୀରାମ ସେଲିବ୍ରେଶନ ନିକଟରେ ଆଜି ମୁଖ୍ୟ ରାସ୍ତା ଦେଇ ଯାଉଥିବା ବେଳେ  ସ୍ଥାନୀୟ ଅଂଚଳର ଅନ୍ତରବାଟିଆ ଗ୍ରାମର ରାମ ବେହେରା ଦେଖି ସାପ ଟି ଧରିଥିଲେ।ପରେ ସ୍ନେକ୍ ହେଲ୍ପ ଲାଇନ ର ସ୍ଵାଧୀନ କୁମାର ସାହୁକୁ ଖବର ଦେଇଥିଲେ। ଖବର ପାଇ ସ୍ଵାଧୀନ ସେଠାରେ ପହଞ୍ଚି ଅଜଗରକୁ ଉଦ୍ଧାର କରିଥିଲେ। ଅଜଗରଟି ପ୍ରାୟ ୮ଫୁଟ ଲମ୍ବ ଏବଂ ଓଜନ ପ୍ରାୟ ୧୦ କେଜି ହେବ ଏହି ସାପକୁ ଅନ୍ୟ ଏକ ଜଙ୍ଗଲରେ ଛଡ଼ାଯିବ ବୋଲି କହିଛନ୍ତି।

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories