ଭୁବନେଶ୍ୱର : ସାମାନ୍ୟ ଆଶ୍ୱସ୍ତି । କମିଲା ସୁନା । ୧୬ ଅଗଷ୍ଟ ଅର୍ଥାତ୍ ଶନିବାର ପୁଣି କମିଛି ସୁନା ଦାମ୍ ।
୨୪ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୧,୦୧,୧୮୦ ଟଙ୍କା ରହିଛି । ଗତକାଲି ୧,୦୧,୨୪୦ ଟଙ୍କା ଥିଲା । ଏଥିରେ ୬୦ ଟଙ୍କା ହ୍ରାସ ହୋଇଛି ।
୨୨ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୯୨,୭୫୦ ଟଙ୍କା ରହିଛି । ଗତକାଲି ୯୨,୮୦୦ ଟଙ୍କା ଥିଲା । ଏଥିରେ ୫୦ ଟଙ୍କା ହ୍ରାସ ହୋଇଛି ।
୧୮ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୭୫,୮୯୦ ଟଙ୍କା ରହିଛି । ଗତକାଲି ୭୫,୯୩୦ ଟଙ୍କା ଥିଲା । ଏଥିରେ ୪୦ ଟଙ୍କା ହ୍ରାସ ହୋଇଛି ।
ରୁପା ଦାମ୍ ବୃଦ୍ଧି ପାଇଛି । ୧୦୦ ଗ୍ରାମ୍ ରୁପା ଦାମ୍ ୧୨,୬୨୦ ଟଙ୍କା ରହିଛି । ଗତକାଲି ୧୨,୬୧୦ ଟଙ୍କା ଥିଲା । ଏଥିରେ ୧୦ ଟଙ୍କା ବୃଦ୍ଧି ହୋଇଛି ।
୨୭ ବର୍ଷ ପରେ ଗୁରୁଙ୍କ ନକ୍ଷତ୍ରରେ ପ୍ରବେଶ କରିବେ ଶନି; ଏହି ୩ ରାଶିଙ୍କୁ ଖାଲି ମିଳିବ ଧନ, ସଫଳତା..



