ଭୁବନେଶ୍ୱର : ପୁଣି ଝଟକା। ବଢିଲା ସୁନା ଦର । ମେ’ ୧୬ ଅର୍ଥାତ୍ ଶୁକ୍ରବାର ପୁଣି ଥରେ ବଢିଛି ସୁନା ଦର ।
୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍କୁ ୯୫,୧୩୦ଟଙ୍କା ରହିଛି । ଗତକାଲି ଏହା ୯୩,୯୩୦ ଟଙ୍କା ଥିଲା । ଏଥିରେ ୧,୨୦୦ ଟଙ୍କା ବୃଦ୍ଧି ହୋଇଛି ।
୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍କୁ ୮୭,୨୦୦ ଟଙ୍କା ରହିଛି । ଗତକାଲି ଏହା ୮୬,୧୦୦ ଟଙ୍କା ଥିଲା । ଏଥିରେ ୧,୧୦୦ ଟଙ୍କା ବୃଦ୍ଧି ହୋଇଛି ।
୧୮ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍କୁ ୭୧,୩୫୦ ଟଙ୍କା ରହିଛି । ଗତକାଲି ଏହା ୭୦,୪୫୦ ଟଙ୍କା ଥିଲା । ଏଥିରେ ୯୦୦ ଟଙ୍କା ବୃଦ୍ଧି ହୋଇଛି ।
ସେହିପରି ରୁପା ଦାମ୍ରେ କୌଣସି ପରିବର୍ତ୍ତନ ହୋଇ ନାହିଁ । ୧୦୦ ଗ୍ରାମ୍ ରୁପା ଦାମ୍ ୧୦,୮୦୦ ରହିଛି । ଗତକାଲି ମଧ୍ୟ ୧୦,୮୦୦ ଥିଲା ।
ଜୁନ୍ ମାସରେ ଏହି ରାଶିଙ୍କୁ ଧନୀ କରିବାକୁ ଆସୁଛନ୍ତି ଶୁକ୍ର: ଏମାନେ ହେବେ ମାଲାମାଲ୍, ହେବ ବିବାହ..
ଦେଖନ୍ତୁ ଭିଡିଓ ; ଅଧା ଖାଇବା ପରେ ମହିଳାଙ୍କ ଆଇସ୍କ୍ରିମ୍ରୁ ବାହାରିଲା ଝିଟିପିଟି ଲାଞ୍ଜ, ଆଉ ତା’ପରେ..



