ଦେଖନ୍ତୁ ଭିଡିଓ ; ଅଧା ଖାଇବା ପରେ ମହିଳାଙ୍କ ଆଇସ୍‌କ୍ରିମ୍‌ରୁ ବାହାରିଲା ଝିଟିପିଟି ଲାଞ୍ଜ, ଆଉ ତା’ପରେ..

ନୂଆଦିଲ୍ଲୀ : ଗୁଜୁରାଟରୁ ଏବେ ଆଇସ୍‌କ୍ରିମ୍‌ର ଏଭଳି ଏକ ଭିଡିଓ ଭାଇରାଲ୍‌ ହେଉଛି ଯାହା ସଭିଁଙ୍କୁ ଆଶ୍ଚର୍ଯ୍ୟଚକିତ କରିବା ସହ ସଭିଁଙ୍କ ଧ୍ୟାନକୁ ମଧ୍ୟ ଆକର୍ଷିତ କରୁଛି। ଏଠାରେ ଜଣେ ମହିଳା ଏକ ଆଇସ୍‌କ୍ରିମ୍‌ ଖାଇବା ସମୟରେ ସେଥିରୁ ଏକ ମଲା ଝିଟିପିଟି ବାହାରିଥିବା ଦାବି କରିଛନ୍ତି। ନିକଟରେ ଏକ ଦୋକାନରୁ ଆଇସ୍‌କ୍ରିମ୍‌ କିଣିବା ପରେ ସେଥିରୁ ଏକ ମଲା ଝିଟିପିଟିର ଅଧା ଶରୀର ମିଳିଥିବା କହିଛନ୍ତି। ଏକ ଭିଡିଓ ମାଧ୍ୟମରେ ମହିଳା ଜଣକ କହିଛନ୍ତି, ଅହମଦାବାଦରେ … Continue reading ଦେଖନ୍ତୁ ଭିଡିଓ ; ଅଧା ଖାଇବା ପରେ ମହିଳାଙ୍କ ଆଇସ୍‌କ୍ରିମ୍‌ରୁ ବାହାରିଲା ଝିଟିପିଟି ଲାଞ୍ଜ, ଆଉ ତା’ପରେ..