www.samajalive.in
Saturday, December 6, 2025
26.1 C
Bhubaneswar

ବଡ ଝଟକା ; ପୁଣି ବଢିଲା ସୁନା ଦାମ୍‌, ଜାଣନ୍ତୁ କେତେ

ଭୁବନେଶ୍ୱର : ଆକାଶ ଛୁଆଁ ସୁନା ଦର। ହୁ ହୁ ହୋଇ ବଢି ଚାଲିଛି ସୁନା। ଏପ୍ରିଲ ୨୧ ତାରିଖରେ ଅର୍ଥାତ୍‌ ସୋମବାର ସୁନା ଦର ୯୮ ହଜାର ପାର୍‌ ହୋଇଛି। ୨୪ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌ ପ୍ରତି ୯୮,୩୫୦ ଟଙ୍କା ରହିଛି। ଗତକାଲି ଏହା ୯୭,୫୮୦ ଟଙ୍କା ଥିଲା। ଏଥିରେ ୭୭୦ ଟଙ୍କା ବୃଦ୍ଧି ହୋଇଛି।

୨୨ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌ ପ୍ରତି ୯୦,୧୫୦ ଟଙ୍କା ରହିଛି । ଗତକାଲି ୮୯,୪୫୦ ଟଙ୍କା ରହିଛି। ଏଥିରେ ୭୦୦ ଟଙ୍କା ବୃଦ୍ଧି ହୋଇଛି ।

- Advertisement -

୧୮ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌ ପ୍ରତି ୭୩,୭୬୦ ଟଙ୍କା ରହିଛି । ଗତକାଲି ଏହା ୭୩,୧୯୦ ଟଙ୍କା ଥିଲା । ଏଥିରେ ୫୭୦ ଟଙ୍କା ବୃଦ୍ଧି ହୋଇଛି।

ସେହିପରି ରୁପା ଦାମ୍‌ ମଧ୍ୟ ବୃଦ୍ଧି ପାଇଛି। ୧୦୦ ଗ୍ରାମ୍‌ ରୁପାକୁ ୧୧,୧୦୦ ରହିଛି। ଗତକାଲି ଏହା ୧୧,୦୦୦ ଥିଲା। ଏଥିରେ ୧୦୦ ଟଙ୍କା ବୃଦ୍ଧି ହୋଇଛି।

ବୃହସ୍ପତି ଚଳନ : ଏହି ରାଶି ହେବେ ମାଲାମାଲ୍‌, ଜାଣନ୍ତୁ କାହାର ହେବ ବିବାହ, କାହାର ରହିବନି ଚିନ୍ତା

ଦେଖନ୍ତୁ ଭିଡିଓ ; ନଦୀ ମଝିରେ ସେଲ୍‌ଫି ନେଉଥିଲେ ଯୁବକ, ଆଉ ତା’ପରେ..

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories