www.samajalive.in
Sunday, December 7, 2025
26.1 C
Bhubaneswar

୩ ଦଫା ଦାବିରେ ଗାଁ ସାଥୀଙ୍କ ଅଭିନବ ପ୍ରତିବାଦ

ଭୁବନେଶ୍ୱର: ରାଜଧାନୀରେ ଗାଁ ସାଥୀଙ୍କ ଅଭିନବ ପ୍ରତିବାଦ। ଭଜନକୀର୍ତ୍ତନ କରି ରାଜ୍ୟ ସରକାରଙ୍କୁ ସେମାନଙ୍କ ଦାବି ଜଣାଇଛନ୍ତି ଗାଁ ସାଥୀ। ମଙ୍ଗଳବାର ଗାଁ ସାଥୀମାନେ ଗାନ୍ଧୀମାର୍ଗରେ ପୂଜାପାଠ ଓ ହୋମଯଜ୍ଞ କରି ପ୍ରତିବାଦ କରିଛନ୍ତି। ମାସିକ ୧୦ହଜାରରୁ ଉଦ୍ଧ୍ୱର୍ ପ୍ରୋତ୍ସାହନ ରାଶି ପ୍ରାପ୍ତି, ଏନ୍‍.ଏମ୍‍.ଏମ.ଏସ୍‍ ରେ ଅନିୟମିତତାକୁ ବନ୍ଦ କରିବା, ଗାଁ ସାଥୀଙ୍କୁ ବ୍ଲକ କ୍ୟାଡରର ଘୋଷଣା, ଡ୍ରେସ୍‍ କୋର୍ଡ, ମୋବାଇଲ୍‍ ପ୍ରଦାନ ଓ ସମସ୍ତ ରାଜ୍ୟ ଚିଠିକୁ ଗ୍ରାମୀଣସ୍ତରରେ ସଠିକ୍‍ କ୍ରିୟାନ୍ୱୟନ ଆଦି ଦାବି ନେଇ ସଂଘ ତରଫରୁ ପୁନର୍ବାର ଆନ୍ଦୋଳନ କରାଯାଇଛି।
ଯଥାଶୀଘ୍ର ଦାବି ପୂରଣ ନହେଲେ ଆସନ୍ତା ୫ତାରିଖରେ ବିଶାଳ ସମାବେଶ କରିବାକୁ ଗାଁ ସାଥୀ ସଂଘ ନିଷ୍ପତି ନେଇଛି। ଦାବି ପୂରଣ ନହେବା ଯାଏଁ ଲଢେଇ ଜାରି ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories