ପ୍ରଭୁ ଶ୍ରୀଗଣେଶଙ୍କ ନାମ ହିନ୍ଦୁ ଧର୍ମର ପଞ୍ଚଦେବରେ ଅନ୍ତର୍ଭୁକ୍ତ ଅଟନ୍ତି। ଏହା ସହ ସେ ପ୍ରଥମ ପୂଜ୍ୟ। ପ୍ରଭୁଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ବିଭିନ୍ନ ବାଧାବିଘ୍ନରୁ ମୁକ୍ତି ମିଳିବା ସହ କାର୍ଯ୍ୟରେ ସଫଳତା ମିଳିଥାଏ। ଶାସ୍ତ୍ରରେ ଗଣେଶଙ୍କର ୧୨ଟି ପ୍ରସିଦ୍ଧ ନାମ ରହିଛି,ଯାହାକୁ ଶୁଣିଲେ ଜୀବନର ସମସ୍ତ ବାଧା,ସଙ୍କଟ ଦୂରେଇ ଯାଇଥାଏ। ସେହି ନାମକୁ ଜାଣନ୍ତୁ …
ସୁମ୍ମୁଖ
ଏକଦନ୍ତ
କପିଳ
ଗଜକର୍ଣ୍ଣ
ଲମ୍ବୋଦର
ବିକଟ
ବିଘ୍ନବିନାଶକ
ବିନାୟକ
ଧୂମ୍ରକେତୁ
ଗଣାଧ୍ୟକ୍ଷ
ଭାଲଚନ୍ଦ୍ର
ଗଜାନନ୍
ଶ୍ରୀଗଣେଶଙ୍କର ପ୍ରସିଦ୍ଧ ପୁଣ୍ୟ ପ୍ରଦାୟକ ନାମ
Popular Categories



