www.samajalive.in
Friday, December 12, 2025
23.1 C
Bhubaneswar

ଶ୍ରାବଣରେ ବ୍ରତଧାରୀଙ୍କ ପାଇଁ ଖାଦ୍ୟଥାଳି

ଜୁଲାଇ ୬ରୁ ଶ୍ରାବଣ ମାସ ଆରମ୍ଭ। ଆସନ୍ତା କାଲି ଶ୍ରାବଣ ମାସର ପ୍ରଥମ ସୋମବାର। ବିଶେଷ କରି ଶ୍ରାବଣ ମାସରେ ଭଗବାନ ଶିବଶଙ୍କରର ପୂଜାର୍ଚ୍ଚନା କରାଯାଇଥାଏ। ଏହାସହ ବହୁ ଲୋକେ ଏହି ମାସରେ ବ୍ରତ ମଧ୍ୟ ପାଳନ କରିଥାଆନ୍ତି। ବିଶେଷ କରି ସୋମବାର ଦିନ। ଜାଣନ୍ତୁ ବ୍ରତ ପାଳନ ସମୟରେ ନିଜ ଖାଦ୍ୟ ଥାଳିରେ କେଉଁ କେଉଁ ଜିନିଷ ସାମିଲ କରିବେ……
– ସକାଳର ଜଳଖିଆରେ କଦଳୀ କିମ୍ବା ଆମ୍ବକୁ ଜୁସ କରି ପିଇପାରିବେ।
– ୧୧ଟାରୁ ୧୨ଟା ମଧ୍ୟରେ ଏହି ସମୟରେ ଆପଣ ଫଳ ସେବନ କରିପାରିବେ।
– ଖରାବେଳର ଖାଦ୍ୟ ସାବୁଦାନା ଖେଚେଡ଼ି, ସିଝା ଆଳୁ ଓ ଦହିର ସେବନ କରିପାରିବେ।
– ସନ୍ଧ୍ୟା ସମୟରେ ଚା’ କିମ୍ବା ଲେମ୍ବୁ ପାଣି ପିଇପାରିବେ।
– ରାତି ଖାଦ୍ୟରେ ପରଟା , ଘରେ ପ୍ରସ୍ତୁତ ମିଠା କିମ୍ବା ଦହି ଖାଇପାରିବେ।
– ଶୋଇବା ପୂର୍ବରୁ ଏକ ଗ୍ଲାସ ଖୀର ପିଅନ୍ତୁ।
ଏହି ଖାଦ୍ୟ ସେବନ ସହ ବ୍ରତ ପାଳନ କରିବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଉପକାରୀ ହୋଇଥାଏ।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories