ପୌରାଧ୍ୟକ୍ଷ ସଂରକ୍ଷିତ ଆସନ ଚିଠା

ଅନୁସୂଚିତ ଜାତି
କୋରାପୁଟ (ମ୍ୟୁନିସିପାଲିଟି), କବିସୂର୍ଯ୍ୟନଗର (ଏନ୍ଏସି), ସୋରୋ (ମ୍ୟୁନିସିପାଲିଟି), ଖଲ୍ଲିକୋଟ (ଏନ୍ଏସି), ଝାରସୁଗୁଡ଼ା (ମ୍ୟୁନିସିପାଲିଟି), ବେଲଗୁଣ୍ଠା (ଏନ୍ଏସି), ଜଟଣୀ (ମ୍ୟୁନିସିପାଲିଟି), ନବରଙ୍ଗପୁର (ମ୍ୟୁନିସିପାଲିଟି)
ଅନୁସୂଚିତ ଜନଜାତି
ବାଲିଗୁଡ଼ା (ଏନ୍ଏସି), ପାଟଣାଗଡ଼ (ଏନ୍ଏସି), ବିନିକା (ଏନ୍ଏସି)।
ଅନୁସୂଚିତ ଜାତି ମହିଳା
ଚାନ୍ଦବାଲି (ଏନ୍ଏସି), ବିଜେପୁର (ଏନ୍ଏସି), ରେମୁଣା (ଏନ୍ଏସି), ଦଶପଲ୍ଲା (ଏନ୍ଏସି), ପାରଳାଖେମୁଣ୍ଡି (ମ୍ୟୁନିସିପାଲିଟି), ପଦ୍ମପୁର (ଏନ୍ଏସି), ନୀଳଗିରି (ଏନ୍ଏସି), ତରଭା (ଏନ୍ଏସି), ପୋଲସରା (ଏନ୍ଏସି)।
ଅନୁସୂଚିତ ଜନଜାତି ମହିଳା
ବ୍ରଜରାଜନଗର (ମ୍ୟୁନିସିପାଲିଟି), ଉମରକୋଟ (ମ୍ୟୁନିସିପାଲିଟି), ଗୁଡ଼ାରୀ (ଏନ୍ଏସି), ଆନନ୍ଦପୁର (ମ୍ୟୁନିସିପାଲିଟି), ବ୍ୟାସନଗର (ମ୍ୟୁନିସିପାଲିଟି)
ମହିଳା ଅଧ୍ୟକ୍ଷ
ଜି.ଉଦୟଗିରି (ଏନ୍ଏସି), କାଶୀନଗର (ଏନ୍ଏସି), କରଞ୍ଜିଆ (ଏନ୍ଏସି), ଗୁଣୁପୁର (ମ୍ୟୁନିସିପାଲିଟି), ଖରିଆର ରୋଡ୍ (ଏନ୍ଏସି), ବାସୁଦେବପୁର (ମ୍ୟୁନିସିପାଲିଟି), ଛତ୍ରପୁର (ଏନ୍ଏସି), ରମ୍ଭା (ଏନ୍ଏସି), ସୁନ୍ଦରଗଡ଼ (ମ୍ୟୁନିସିପାଲିଟି), ଉଦଳା (ଏନ୍ଏସି), ଚିକିଟି (ଏନ୍ଏସି), ବାଲେଶ୍ୱର (ମ୍ୟୁନିସିପାଲିଟି), ଟିଟିଲାଗଡ଼ (ମ୍ୟୁନିସିପାଲିଟି), ଜଗତସିଂହପୁର (ମ୍ୟୁନିସିପାଲିଟି), ଭଦ୍ରକ (ମ୍ୟୁନିସିପାଲିଟି), ଯାଜପୁର (ମ୍ୟୁନିସିପାଲିଟି), ଧର୍ମନଗର (ଏନ୍ଏସି), ବରଗଡ଼ (ମ୍ୟୁନିସିପାଲିଟି), ପୁରୁଷୋତ୍ତମପୁର (ଏନ୍ଏସି), ନିମାପଡ଼ା (ଏନ୍ଏସି), ଭବାନୀପାଟଣା (ମ୍ୟୁନିସପାଲିଟି), ବଲାଙ୍ଗୀର (ମ୍ୟୁନିସିପାଲିଟି), କେନ୍ଦ୍ରାପଡ଼ା (ମ୍ୟୁନିସିପାଲିଟି), ସୋନପୁର (ମ୍ୟୁନିସିପାଲିଟି), କୋଣାର୍କ (ଏନ୍ଏସି), ଆଠଗଡ଼ (ଏନ୍ଏସି), ଦେବଗଡ଼ (ମ୍ୟୁନିସିପାଲିଟି), ରଣପୁର (ଏନ୍ଏସି), ନୟାଗଡ଼ (ମ୍ୟୁନିସିପାଲିଟି), ଗଞ୍ଜାମ (ଏନ୍ଏସି), ଢେଙ୍କାନାଳ (ମ୍ୟୁନିସିପାଲିଟି), ଫୁଲବାଣୀ (ମ୍ୟୁନିସିପାଲିଟି), ଖୋର୍ଦ୍ଧା (ମ୍ୟୁନିସିପାଲିଟି), ବାଲୁଗାଁ (ଏନ୍ଏସି), ପୁରୀ (ମ୍ୟୁନିସିପାଲିଟି), କେନ୍ଦୁଝରଗଡ଼ (ମ୍ୟୁନିସିପାଲିଟି), ଖଣ୍ଡପଡ଼ା (ଏନ୍ଏସି), ଚୌଦ୍ୱାର (ମ୍ୟୁନିସିପାଲିଟି), ଆଠମଲ୍ଲିକ (ଏନ୍ଏସି) ଓ ବାଙ୍କୀ (ଏନ୍ଏନ୍ସି)।
ଅଣସଂରକ୍ଷିତ ଅଧ୍ୟକ୍ଷ
କୋଟପାଡ଼ (ଏନ୍ଏସି), ରାଇରଙ୍ଗପୁର (ମ୍ୟୁନିସିପାଲିଟି), ଜୁନାଗଡ଼ (ଏନ୍ଏସି), ଗୋପାଳପୁର (ଏନ୍ଏସି), ଜୟପୁର (ମ୍ୟୁନିସିପାଲିଟି), କୁଚିଣ୍ଡା (ଏନ୍ଏସି), ନୂଆପଡ଼ା (ଏନ୍ଏସି), ଭଞ୍ଜନଗର (ଏନ୍ଏସି), ବଡ଼ବିଲ (ମ୍ୟୁନିସିପାଲିଟି), ବାଣପୁର (ଏନ୍ଏସି), ବୀରମିତ୍ରପୁର (ମ୍ୟୁନିସିପାଲିଟି), ସୋରଡ଼ା (ଏନ୍ଏସି), ରାୟଗଡ଼ା (ମ୍ୟୁନିସିପାଲିଟି), ଦିଗପହଣ୍ଡି (ଏନ୍ଏସି), ଖରିଆର (ଏନ୍ଏସି), ବରପାଲ୍ଲୀ (ଏନ୍ଏସି), ପଟ୍ଟାମୁଣ୍ଡାଇ (ମ୍ୟୁନିସିପାଲିଟି), ଜଳେଶ୍ୱର (ମ୍ୟୁନିସିପାଲିଟି), ଧର୍ମଗଡ଼ (ଏନ୍ଏସି), ବାଲିମେଳା (ଏନ୍ଏସି), ରାଜଗାଙ୍ଗପୁର (ମ୍ୟୁନିସିପାଲିଟି), ଆସ୍କା (ଏନ୍ଏସି), କେସିଙ୍ଗା (ଏନ୍ଏସି), ବୁଗୁଡ଼ା (ଏନ୍ଏସି), ପିପିଲି (ଏନ୍ଏସି), ହିଞ୍ଜିଳିକାଟୁ (ମ୍ୟୁନିସିପାଲିଟି), ଯୋଡ଼ା (ମ୍ୟୁନିସିପାଲିଟି), ବୌଦ୍ଧଗଡ଼ (ଏନ୍ଏସି), ତୁଷୁରା (ଏନ୍ଏସି), କଣ୍ଟାବାଞ୍ଝି (ଏନ୍ଏସି), ରେଢ଼ାଖୋଲ (ଏନ୍ଏସି), ସୁନାବେଡ଼ା (ମ୍ୟୁନିସିପାଲିଟି), ବାରିପଦା (ମ୍ୟୁନିସିପାଲିଟି), କୋଦଳା (ଏନ୍ଏସି), ଭୁବନ (ଏନ୍ଏସି), ବେଲପାହାଡ଼(ମ୍ୟୁନିସିପାଲିଟି), କାମାକ୍ଷାନଗର (ଏନ୍ଏସି), ଚମ୍ପୁଆ(ଏନଏସି), ମାଲକାନଗିରି (ମ୍ୟୁନିସିପାଲିଟି), ତାଳଚେର (ମ୍ୟୁନିସିପାଲିଟି), ଅନୁଗୋଳ (ମ୍ୟୁନିସିପାଲିଟି) ଓ ପାରାଦ୍ବୀପ (ମ୍ୟୁନିସିପାଲିଟି)।
Comments are closed.