www.samajalive.in
Monday, December 8, 2025
27.1 C
Bhubaneswar

୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ପୁଣି ଭୂମିକମ୍ପ

ସମାଜ ପୋର୍ଟାଲ ଡେସ୍କ : ୨୪ ଘଣ୍ଟା ମଧ୍ୟରେ କ୍ରମାଗତ ଦ୍ବିତୀୟ ଥର ପାଇଁ ଦିଲ୍ଲୀରେ ଭୂମିକମ୍ପ ଅନୁଭୁତ ହୋଇଛି । ଯାହା ଦିଲ୍ଲୀବାସୀଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି କରିଦେଇଛି । ଦିଲ୍ଲୀ- ଏନସିଆରରେ କ୍ରମାଗତ ଦ୍ବିତୀୟ ଥର ପାଇଁ ଅନୁଭୁତ ଏହି ଭୂକମ୍ପର ତୀବ୍ରତା ୨.୭ ଥିବା କହିଛି ଭାରତୀୟ ପାଣିପାଗ ବିଭାଗ । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ସୋମବାର ଅପରାହ୍ନ ୧.୨୬ ମିନିଟ ସମୟରେ ଭୂକମ୍ପ ଅନୁଭୁତ ହୋଇଥିଲା ।  ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଦିଲ୍ଲୀ ରହିଥିଲା ବୋଲି ମଧ୍ୟ ଜଣାପଡିଥିବା କହିଛି ପାଣିପାଗ ବିଭାଗ ତେବେ ଏହାର ତୀବ୍ରତା କମ୍ ରହିଥିବାରୁ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି ।

ଗତକାଲି ସନ୍ଧ୍ୟା ୫.୪୫ରେ ଦିଲ୍ଲୀ-ଏନସିଆରରେ ଭୁକମ୍ପ ଅନୁଭୁତ ହୋଇଥିଲା । ଏହାପରେ ଆଜି ପୁଣିଥରେ ଭୂକମ୍ପ ହେବାପରେ ଦିଲ୍ଲୀବାସୀ ଭୟଭୀତ ହୋଇପଡିଥିବା ଜଣାପଡିଛି। ତେବେ ଦୁଇଥର ଭୂକମ୍ପ ଅନୁଭୁତ ହୋଇଥିଲେ ମଧ୍ୟ କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ ।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories