ଢେଙ୍କାନାଳ: ନିଜ ପିସ୍ତଲରୁ ମୁଣ୍ଡକୁ ଗୁଳିକରି ବ୍ୟବସାୟୀଙ୍କ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଢେଙ୍କାନାଳ ଟାଉନଥାନା କାଲଟା ଘରେ ବ୍ୟବସାୟୀ ବଳରାମ ସାହୁଙ୍କ ଆତ୍ମହତ୍ୟା କରିଛନ୍ତି। କରଜ ସୁଝି ନ ପାରି ମାନସିକ ଭାରସାମ୍ୟ ହରାଇ ଏପରି କରିଥିବା ଅନୁମାନ କରାଯାଉଛି।
Popular Categories

Hot this week

‘The Samaja’, the synonym of newspapers in Odisha – a mass circulated and widely read Odia daily has completed ‘Hundred Five‘ years of its glorious publication. Founded in 1919 by a great visionary, nationalist and freedom fighter, Utkalamani Pandit Gopabandhu Das.. Read More
Get important news delivered directly to your inbox and stay connected!