କରୋନା: ଚୀନରେ ମୃତ୍ୟୁ ସଂଖ୍ୟା ୭୨୨, ଜାଣନ୍ତୁ କେଉଁ ଦେଶରେ କେତେ ଆକ୍ରାନ୍ତ
ବେଜିଂ: ଚୀନରେ ମହାମାରୀ ରୂପ ନେଇଥିବା ‘କରୋନା’ ଭୂତାଣୁ ଯୋଗୁ ମୃତ୍ୟୁ ସଂଖ୍ୟା ୭୨୨କୁ ବୃଦ୍ଧି ପାଇଛି। ଏହା ସହିତ ୩୪ ହଜାର ୫୪୬ ଜଣ ଏଥିରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ବିଶ୍ଵବ୍ୟାପୀ ୩୪ ହଜାର ୮୦୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ବ୍ୟତୀତ ହଂକଂରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ମୋଟ ୨୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ମକାଉରେ ୧୦ ଜଣଙ୍କୁ ‘କରୋନା’ ଆକ୍ରାନ୍ତ ଚିହ୍ନଟ କରାଯାଇଛି। ତେବେ କେଉଁ ଦେଶରେ କେତେଜଣ ଆକ୍ରାନ୍ତି ଚିହ୍ନଟ ହୋଇଛନ୍ତି ତାହା ଏଠାରେ ଉଲ୍ଲେଖ କରାଯାଇଛି।
ଦେଶ ଆକ୍ରାନ୍ତ ସଂଖ୍ୟା
ଚୀନ ୩୪,୫୪୬
ଜାପାନ ୮୯
ସିଙ୍ଗାପୁର ୩୩
ଥାଇଲାଣ୍ଡ ୩୨
ଦକ୍ଷିଣ କୋରିଆ ୨୪
ଅଷ୍ଟ୍ରେଲିଆ ୧୪
ଜର୍ମାନୀ ୧୩
ଆମେରିକା ୧୨
ତାଇୱାନ ୧୬
ମାଲେସିଆ ୧୫
ଭିଏତନାମ ୧୩
ଫ୍ରାନ୍ସ ୬
ୟୁଏଇ ୫
କାନାଡା ୬
ବ୍ରିଟେନ ୩
ଭାରତ ୩
ଫିଲିପାଇନ୍ସ ୩
ରୁଷ ୨
ଇଟାଲୀ ୩
ବ୍ରିଟେନ ୩
ବେଲଜିୟମ ୧
ନେପାଳ ୧
ଶ୍ରୀଲଙ୍କା ୧
ସ୍ବିଡେନ ୧
ସ୍ପେନ ୧
କମ୍ବୋଡିଆ ୧
ଫିନଲାଣ୍ଡ ୧
Comments are closed.