www.samajalive.in
Monday, December 8, 2025
16.1 C
Bhubaneswar

କରୋନା: ଚୀନରେ ମୃତ୍ୟୁ ସଂଖ୍ୟା ୭୨୨, ଜାଣନ୍ତୁ କେଉଁ ଦେଶରେ କେତେ ଆକ୍ରାନ୍ତ

ବେଜିଂ: ଚୀନରେ ମହାମାରୀ ରୂପ ନେଇଥିବା ‘କରୋନା’ ଭୂତାଣୁ ଯୋଗୁ ମୃତ୍ୟୁ ସଂଖ୍ୟା ୭୨୨କୁ ବୃଦ୍ଧି ପାଇଛି। ଏହା ସହିତ ୩୪ ହଜାର ୫୪୬ ଜଣ ଏଥିରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ବିଶ୍ଵବ୍ୟାପୀ ୩୪ ହଜାର ୮୦୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ବ୍ୟତୀତ ହଂକଂରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ମୋଟ ୨୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ମକାଉରେ ୧୦ ଜଣଙ୍କୁ ‘କରୋନା’ ଆକ୍ରାନ୍ତ ଚିହ୍ନଟ କରାଯାଇଛି। ତେବେ କେଉଁ ଦେଶରେ କେତେଜଣ ଆକ୍ରାନ୍ତି ଚିହ୍ନଟ ହୋଇଛନ୍ତି ତାହା ଏଠାରେ ଉଲ୍ଲେଖ କରାଯାଇଛି।

ଦେଶ                  ଆକ୍ରାନ୍ତ ସଂଖ୍ୟା

ଚୀନ                              ୩୪,୫୪୬

- Advertisement -

ଜାପାନ                             ୮୯

ସିଙ୍ଗାପୁର                           ୩୩

ଥାଇଲାଣ୍ଡ                           ୩୨

ଦକ୍ଷିଣ କୋରିଆ                    ୨୪

ଅଷ୍ଟ୍ରେଲିଆ                          ୧୪

ଜର୍ମାନୀ                             ୧୩

ଆମେରିକା                         ୧୨

ତାଇୱାନ                           ୧୬

ମାଲେସିଆ                         ୧୫

ଭିଏତନାମ                         ୧୩

ଫ୍ରାନ୍ସ                                ୬

ୟୁଏଇ                               ୫

କାନାଡା                            ୬

ବ୍ରିଟେନ                             ୩

ଭାରତ                              ୩

ଫିଲିପାଇନ୍ସ                         ୩

ରୁଷ                                  ୨

ଇଟାଲୀ                             ୩

ବ୍ରିଟେନ                             ୩

ବେଲଜିୟମ                        ୧

ନେପାଳ                            ୧

ଶ୍ରୀଲଙ୍କା                            ୧

ସ୍ବିଡେନ                             ୧

ସ୍ପେନ                                ୧

କମ୍ବୋଡିଆ                         ୧

ଫିନଲାଣ୍ଡ                           ୧

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories