ଦଶପଲ୍ଲା: ଦଶପଲ୍ଲା ଅଞ୍ଚଳରେ ଝଡ଼ବର୍ଷା ସାଙ୍ଗକୁ କାଳବୈଶାଖୀ ବର୍ଷ ଓ ପବନ ଜାରି ରହିଛି। ଆଜି ଗଛ ଡାଳ ପଡ଼ି ଜଣେ ଆଇସକ୍ରିମ ବେପାରୀଙ୍କ ମୃତ୍ୟୁ ହୋଇଛି। ଦଲ୍ଲପଲ୍ଲା କିଶୋର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ନିକଟରେ ଘଟିଛି ଏହି ଅଘଟଣ। ଝଡ଼ବର୍ଷା ଯୋଗୁଁ ଗଛ ଡାଳ ଭାଙ୍ଗି ପଡ଼ିବାରୁ ଆଇସକ୍ରିମ ବେପାରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
Popular Categories



