www.samajalive.in
Saturday, December 6, 2025
26.1 C
Bhubaneswar

କଟକ କ୍ଲବର ବାର୍ଷିକ ନିର୍ବାଚନ

କଟକ: ଓଡିଶାର ସର୍ବ ପୁରାତନ କ୍ଲବ କଟକ କ୍ଲବର ବାର୍ଷିକ ନିର୍ବାଚନ ତଥା ବାର୍ଷିକ ସାଧାରଣ ବୈଠକ ରବିବାର ଦିନ ଅନୁଷ୍ଠିତ ହୋଇଛି। ପ୍ରତ୍ୟେକ ବର୍ଷ ପରି ଚଳିତବର୍ଷ ମଧ୍ୟ ୨୦୨୪-୨୫ ପାଇଁ  ସଭାପତି ଭାବେ ଓଡିଶାର ଜଣାଶୁଣା ପ୍ରମୁଖ ଚିକିତ୍ସକ ଡକ୍ଟର ଶ୍ରଜୟ ପଟ୍ଟନାୟକ ବିପୁଳ ସଂଖ୍ୟାରେ ଜୟଯୁକ୍ତ ହୋଇଛନ୍ତି। ସେହିପରି ଶ୍ରୀ ଶୁଭେନ୍ଦୁ ମୋହନ ପଟ୍ଟନାୟକ ୪ର୍ଥ ଥର ପାଇଁ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ଉପସଭାପତି ଭାବେ ଜେନେଶ ଦାସ, ଯୁଗ୍ମ ସମ୍ପାଦକ ଭାବେ ସଞ୍ଜୀବ ସାହୁ ଏବଂ କୋଷାଧ୍ୟକ୍ଷ ଭାବେ ଡକ୍ଟର ସୁଦୀପ୍ତ ପୋଦାର ନିର୍ବାଚିତ ହୋଇଛନ୍ତି। ସାଧାରଣ ପରିଷଦକୁ ୯ଜଣ ଯଥା ବିନୟ ସନ୍ତୁକା, ପ୍ରଦୀପ କୁମାର ପଣ୍ଡା, ପ୍ରବୀଣ ରଥ, ସୁଶାନ୍ତ କୁମାର ତ୍ରିପାଠୀ , ଅରୁଣ କୁର୍କିଆ, ସୋମନାଥ ପଟ୍ଟନାୟକ , କମଳେଶ ସାଗର , ପବନ କଥାଲ ଏବଂ ଧରଣୀଧର ବେହେରା ନିର୍ବାଚିତ ହୋଇଛନ୍ତି।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories