ନୂଆଦିଲ୍ଲୀ : ସୋମବାର ଏକ ପୁତ୍ର ସନ୍ତାନର ବାପା ହେବା ସୌଭାଗ୍ୟ ହାସଲ କରିଛନ୍ତି ଭାରତୀୟ ବ୍ୟାଟସମ୍ୟାନ୍ ସୁରେଶ ରାଇନା। ସୋମବାର ରାଇନାଙ୍କ ପତ୍ନୀ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ରାଇନାଙ୍କ ପୂର୍ବରୁ ଏକ ଝିଅ ଅଛି ଯାହାର ନାମ ଗାର୍ସିଆ। ଗାର୍ସିଆ ୨୦୧୬ରେ ଜନ୍ମଗ୍ରହଣ କରିଥିଲେ। ପୁତ୍ର ସନ୍ତାନର ଜନକ ହେବା ପରେ ରାଇନାଙ୍କୁ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଛନ୍ତି ଭାରତୀୟ ଅଫ୍ସ୍ପିନର ହରଭଜନ ସିଂହ। ସେହିପରି ଚେନ୍ନାଇ ସୁପର କିଙ୍ଗ୍ସ ଦଳ ତରଫରୁ ତାଙ୍କୁ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରାଯାଇଛି।
Popular Categories



